କ୍ଷମା ମାଗିବାକୁ ବାଧ୍ୟ ହେଲେ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍
ଭୁବନେଶ୍ୱର, (ଓଟି): ସଂସଦ ଭିତରେ ମହିଳା ସାଂସଦ ତଥା ସେଦିନ ବାଚସ୍ପତି ଆସନରେ ବସିଥିବା ସାଂସଦ ରମାଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି ବରିଷ୍ଠ ସାଂସଦ ତଥା ସମାଜବାଦୀ ସଦସ୍ୟ ଆଜମ ଖାନ୍ । … Read More