ନୂତନ ଆଶା, କରୋନା ଚିକିତ୍ସା ପାଇଁ ପ୍ରତିରକ୍ଷା ଔଷଧର ପରୀକ୍ଷା ଭାରତରେ ଆରମ୍ଭ
ଭାରତରେ କରୋନା ଔଷଧ ଉପରେ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି, ଯାହା କୋଭିଡ଼୍ -୧୯ ପ୍ରତି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏସିମ୍ପୋଟିକ୍ ତଥା ସନ୍ଦିଗ୍ଧ କରୋନା ରୋଗୀଙ୍କ ଉପରେ ଏହି ପରୀକ୍ଷା କରାଯିବ। ଅନୁସନ୍ଧାନକାରୀମାନେ କରୋନା ଭୂତାଣୁ ଚିକିତ୍ସା … Read More