ଅଯୋଧ୍ୟାରେ ଝଡ଼ ପୂର୍ବର ନୀରବତା: ଆଜି ଆସିବ ରାମ ଜନ୍ମଭୂମି ରାୟ
ଭୁବନେଶ୍ଵର, (ଓଟି): ଅଯୋଧ୍ୟା ରାମ ଜନ୍ମଭୂମି ରାୟ ଆଜି ପ୍ରକାଶ ପାଇବ। ଏନେଇ ଅଯୋଧ୍ୟାର ଚତୁର୍ଦିଗରେ ଏକ ପ୍ରକାର ନୀରବତା ଦେଖା ଦେଇଛି। ସମସ୍ତେ ଅନାଇ ବସିଛନ୍ତି ସୁପଅିମ୍କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି କି ପ୍ରକାର ରାୟ ଦେବେ। ଏହାକୁ … Read More