ସୋନିଆ-ଆଣ୍ଟୋନିୟା ମାମଲାରେ ଅର୍ଣ୍ଣବଙ୍କ ବଡ଼ ବିଜୟ
ତାଙ୍କର ବାକ୍ ସ୍ୱାଧୀନତାକୁ ସମର୍ଥନ କରିବା ସହ ଏଫ୍ଆଇଆର୍ଗୁଡ଼ିକୁ ରଦ୍ଦ କରିଦେଲେ କୋର୍ଟ ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ସୋନିଆ ଗାନ୍ଧୀଙ୍କୁ ପ୍ରକୃତ ନାମରେ ଡାକିବା ମାମଲାରେ ଏକ ବଡ଼ ସଫଳତା ପାଇଛନ୍ତି । ଅର୍ଣ୍ଣବଙ୍କ ସୁରକ୍ଷା ବଢ଼ାଇବାକୁ ସୁପ୍ରିମକୋର୍ଟ … Read More