ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟପରାଜୟରେ ସମତା ରକ୍ଷା ପରାମର୍ଶ ଦେଇ ସୁଖ-ଦୁଃଖ, ଲାଭ-କ୍ଷତିର ପରିଣାମକୁ ସମାନ ଭାବେ ଦେଖିବା ସହ ଭୟ, ଲୋଭ, କ୍ରୋଧ, ମୋହ ଆଦିରୁ ବିରତ ରହିବା ଓ କାମନାମୁକ୍ତ ରହିବା ପାଇଁ କହିଛନ୍ତି ।

ଗୀତା ମାହାତ୍ମ୍ୟ-୩: ଆତ୍ମା ଅବିନାଶୀ, ଅପ୍ରମେୟ, ନିତ୍ୟସ୍ୱରୂପ

ଭଗବାନ ଶ୍ରୀକୃଷ୍ଣ ଆତ୍ମାର ନିତ୍ୟତା ସମ୍ପର୍କରେ ବୁଝାଇବାକୁ ଯାଇ କହିଛନ୍ତି, ‘ଆତ୍ମା ନାଶରହିତ, ଅପ୍ରମେୟ, ଅବିନାଶୀ ଓ ନିତ୍ୟସ୍ୱରୂପ । ଜୀବର ଶରୀରରେ ଆତ୍ମା ରହିଥିବା ପର୍ଯ୍ୟନ୍ତ ଜୀବ ଜୀବିତ ରହିଥାଏ’ ।