ଜେଲରୁ ମୁକୁଳିଲେ ଆନନ୍ଦ ମୋହନ- ଏବେ ନିର୍ବାଚନ ଲଢ଼ିବେ କି ?

ନୂଆଦିଲ୍ଲୀ: ବିହାରର ବାହୁବଳୀ ନେତା ଆନନ୍ଦ ମୋହନ ସିଂହ ଜେଲରୁ ମୁକୁଳିବା ପରେ ବିହାର ରାଜନୀତି ସରଗରମ ହୋଇଛି । ନୀତୀଶ କୁମାର ସରକାର ଜେଲ ମାନୁଆଲରେ ପରିବର୍ତ୍ତନ କରିଥିବାରୁ ତାଙ୍କ ମୁକ୍ତି ସମ୍ଭବ ହୋଇପାରିଛି । ୨୯ ବର୍ଷ ପୂର୍ବେ … Read More