ଜାଲିୱାନାୱାଲା ବାଗ୍ ନରସଂହାରର ଶତବାର୍ଷିକୀ: ଅମୃତସରରେ ୨ ମାସ ୧୪୪ ଧାରା
ଜାଲିୱାନାୱାଲା ବାଗ୍ନରସଂହାରର ଶତବାର୍ଷିକୀ ଏପ୍ରିଲ ୧୩ରେ ପାଳନ ହେବାକୁ ଯାଉଛି। ତେଣୁ ଅମୃତସର ପୁଲିସ ସହରରେ ଅଘଟଣକୁ ଏଡ଼ାଇବାକୁ ଦୁଇ ମାସ ଯାଏଁ ୧୪୪ ଧାରା ଜାରି କରିଛି। ଜୁନ ୧୭ ପର୍ଯ୍ୟନ୍ତ ପୁଲିସର ବିନା ଅନୁମତିରେ କୌଣସି ସଭା କିମ୍ବା … Read More