ଅଜିତ୍‌ ଡୋଭାଲଙ୍କ ପାଇଁ ଦେଶ ଭିତରେ କିମ୍ବା ଦେଶ ବାହାରେ କିଛି ବି ଅସମ୍ଭବ ନୁହେଁ…

ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଏବଂ ପିଏମ ମୋଦୀଙ୍କ ସବୁଠାରୁ ନିର୍ଭରଯୋଗ୍ୟ ଅଜିତ୍‌ ଡୋଭାଲ ଦେଶ ତଥା ବାହାରେ ଏଭଳି ସଫଳ ଅପରେସନ୍ କରିଛନ୍ତି ଯାହା ସମ୍ପୂର୍ଣ୍ଣ ଅସମ୍ଭବ ମନେ ହେଉଥିଲା । ସଦ୍ୟତମ ମାମଲା ଚୀନ୍ ସହ ଜଡ଼ିତ … Read More