୬ ବିମାନବନ୍ଦର ହେବ ଘରୋଇକରଣ, ୩ ଗଲା ଆଦାନୀ ହାତକୁ

ଭୁବନେଶ୍ଵର, (ଓଟି): ଦେଶର ୬ ବିମାନବନ୍ଦର ଘରୋଇକରଣ ହେବ। ଏଥିନେଇ ଆବଶ୍ୟକ ପ୍ରକ୍ରିୟା ଚାଲୁ ରହିଛି। ତିନି ବିମାନବନ୍ଦରକୁ ଆଦାନୀ କମ୍ପାନୀକୁ ହସ୍ତାନ୍ତର କରାଯାଇଛି ବୋଲି ବେସାମରିକ ବିମାନଚଳାଚଳ ମନ୍ତ୍ରୀ ହର୍‌ଦୀପ ସିଂ ପୁରୀ କହିଛନ୍ତି। ଲୋକସଭାର ପ୍ରଶ୍ନୋତ୍ତର କାଳରେ ତୃଣମୂଳ … Read More