କୃଷି ରପ୍ତାନୀ ବୃଦ୍ଧି ପାଇଁ ୮ ରାଜ୍ୟ ଦେଲେ ଆକ୍ସନ ପ୍ଲାନ୍, ଓଡ଼ିଶା ବାଦ୍‌

ଭୁବନେଶ୍ଵର, (ଓଟି): କୃଷି ଉତ୍ପାଦ ରପ୍ତାନିକୁ ଦ୍ୱିଗୁଣିତ କରିବା ସହିତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ସ୍ଵତନ୍ତ୍ର କୃଷି ରପ୍ତାନୀ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଲାଗି ୮ଟି ରାଜ୍ୟ ସେମାନଙ୍କ କାର୍ଯ୍ୟକ୍ରମ ଖସଡ଼ା ବା … Read More