#OdishaFightsCorona: କେନ୍ଦ୍ରାପଡ଼ାରେ ଆରମ୍ଭ ହେଲା ଘର ଘର ବୁଲି ତଥ୍ୟ ସଂଗ୍ରହ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌):କେନ୍ଦ୍ରାପଡ଼ା ଜିଲ୍ଲାରେ ଶୁକ୍ରବାର ଠାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି  ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ସହାୟିକା ଓ ଆଶା କର୍ମୀମାନେ ଘର ଘର … Read More