ଏବିପି ସର୍ଭେ: ଏନଡ଼ିଏ ହରାଇବ ୭୨ ଆସନ

ନିର୍ବାଚନ କମିଶନ ୨୦୧୯ ଲୋକସଭା ପାଇଁ ମତଦାନ ତାରିଖ ଘୋଷଣା କରିସାରିଲେଣି। ସମଗ୍ର ଦେଶରେ ଏପ୍ରିଲ ୧୧ ତାରଖରୁ ୭ଟି ଚରଣରେ ମଇ ୧୯ ତାରିଖ ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ। ଏହି ନିର୍ବାଚନ ଘୋଷଣା ପରେ ଏବିପି, ସି-ଭୋଟର … Read More