ଧାରା ୩୭୭ : ଦୁତୀ ହେବାର ଦୁଃଖ

ଗତ କିଛି ସପ୍ତାହ ତଳେ ଜଗତସିଂହପୁର ଅଞ୍ଚଳର ଜଣେ ୧୯ବର୍ଷର ଝିଅକୁ ଗଛରେ ବାନ୍ଧି ସର୍ବ ସମ୍ମୁଖରେ ଆଇନକୁ ହାତକୁ ନେଇ କିଛି ଲୋକ ମରଣାନ୍ତକ ମାଡ ମାରିଥିଲେ । ଏହା ନିର୍ଦୟ ଥିଲା । ସେହି ଝିଅଟିର ଅପରାଧ ଦର୍ଶାଯାଇଥିଲା, … Read More