#OdishaFightsCorona: ୨ ନୂଆ କରୋନା ପଜିଟିଭ୍‌, ପ୍ରଥମ ମହିଳା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌):ରାଜ୍ୟରେ ପୁଣି ଦୁଇ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସମୁଦାୟ ସଂଖ୍ୟା ୪୪ରେ ପହଞ୍ଚିଛି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ ଆଉ ଜଣେ ପଶ୍ଚିମବଙ୍ଗର ମିଦିନାପୁର ଅଞ୍ଚଳରେ। ଢେଙ୍କାନାଳରୁ ଚିହ୍ନିତ ପଜିଟିଭ୍‌ ବ୍ୟକ୍ତିଜଣକ ମହିଳା … Read More