କାଗଜ କଲମ ନୁହେଁ, ଆପ ମାଧ୍ୟମରେ ୨୦୨୧ ଜନଗଣନା
ଦେଶର ଆଗାମୀ ଜନଗଣନା କାମ କାଗଜକଲମରେ ହେବ ନାହିଁ। ଏହି କାମ ଆଣ୍ଡ୍ରଏଡ଼ ମୋବାଇଲରେ ଥିବା ଆପ ମାଧ୍ୟମରେ କରାଯିବ ବୋଲି ଜଣାପଡ଼ିଛି। ମୋଦି ସରକାର ଜନସଂଖ୍ୟାର ତଥ୍ୟ ସଂଗ୍ରହ ଓ ବର୍ଗୀକରଣର ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ଡ଼ିଜିଟାଲ କରିବାକୁ ସ୍ଥିର କରିଛନ୍ତି। … Read More