ବାଲେଶ୍ଵରରେ ୨ ନୂଆ ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୧୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭଦ୍ରକ, ଯାଜପୁର ପରେ ବାଲେଶ୍ଵର ଜିଲ୍ଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦୁଇଅଙ୍କ ବିଶିଷ୍ଟ ହୋଇଛି। ଏଠାରେ ଜଣେ ୫୫ ବର୍ଷୀୟ ମହିଳା ଏବଂ ୩୬ ବର୍ଷୀୟ ପୁରୁଷଙ୍କଠାରେ ଆଜି କରୋନା ଭୁତାଣୁ ଠାବ କରାଯାଇଛି। ଏହାଦ୍ଵାରା ଜିଲ୍ଲାରେ … Read More