#OdishaFightsCorona: ସୁସ୍ଥ ହେଲେ ୧୦ କରୋନା ରୋଗୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସମଗ୍ର ଓଡ଼ିଶା ବାସୀଙ୍କ ପାଇଁ ଏକ ଖୁସି ଖବର। ୪୫ ସକ୍ରିୟ କରୋନା ରୋଗୀଙ୍କ ଭିତରୁ ୧୦ଜଣ ଆଜି ସୁସ୍ଥ ହୋଇଛନ୍ତି। ସେମାନେ କୋଭିଡ୍୧୯ ପରୀକ୍ଷଣରେ ନେଗେଟିଭ୍ ଫଳ ଦେଇଛନ୍ତି। ଏହି ୧୦ ଜଣଙ୍କ ଭିତରୁ ଭୁବନେଶ୍ଵରର … Read More