ରାଜଧାନୀ ସମେତ ୧୦ ଟ୍ରେନ୍‌ ବାତିଲ୍‌

ଫନି ପାଇଁ ନୂଆଦିଲ୍ଲୀ-ଭୁବନେଶ୍ଵର ରାଜଧାନୀ ଏକ୍ସପ୍ରେସ୍‌ ସମେତ ୧୦ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ସାମୁଦଅିକ ଝଡ଼ ତୋଫାନ ଫନିର ପ୍ରଭାବକୁ ଆଖିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଏହି ୧୦ ଟ୍ରେନ୍‌ ଭିତରେ ରହିଛି ନୀଳାଚଳ ଏକ୍ସପ୍ରେସ୍‌, … Read More