୧୯ ବର୍ଷ ଭିତରେ ନବୀନଙ୍କ ମନ୍ତ୍ରିମଣ୍ତଳରୁ୪୫ ଜଣ ବିଦା ‌ହେଲେଣି

ଭୁବନେଶ୍ୱର,(ଓଟି): ୨୦୦୦ରୁ ୨୦୧୯। ଚାରି ଥରରେ ପାଖାପାଖି ୧୯ ବର୍ଷ ଧରି ରାଜ୍ୟକୁ ଶାସନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ତଥା ଦଳର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଅନେକ ଥର ନିଜ ମନ୍ତ୍ରିମଣ୍ତଳର ସହଯୋଗୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ … Read More