ସୋସିଆଲ ମିଡ଼ିଆ ବିଜ୍ଞାପନ ଖର୍ଚ୍ଚରେ ବିଜେଡ଼ି ଆଗୁଆ

ଦେଶରେ ଯେତିକି ଆଞ୍ଚଳିକ ଦଳ ଅଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସୋସିଆଲ୍ନେଟ୍ଓ୍ଵାର୍କିଂ ସାଇଟରେ ରାଜନୈତିକ ବିଜ୍ଞାପନ ଲାଗି ସର୍ବାଧିକ ଖର୍ଚ୍ଚ କରିଥିବା ଆଞ୍ଚଳିକ ଦଳ ବୋଲି ଜଣାପଡ଼ିଛି। ଫେସବୁକ୍ଆଡ୍ଆର୍କାଇଭ୍ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। … Read More