ଶସ୍ତା ହେବ ୨୩ ସାମଗ୍ରୀ
ଭୁବନେଶ୍ୱର,(ଓଟି): ନୂଆବର୍ଷର ନୂଆ ସକାଳ ଦେଖିଛି ସାରା ବିଶ୍ୱ। ୨୦୧୮କୁ ବିଦାୟ ଦେଇ ନୂଆବର୍ଷ ୨୦୧୯କୁ ସ୍ୱାଗତ ଜଣାଇଛନ୍ତି ସମସ୍ତେ। ଏହି ନୂଆବର୍ଷରେ ଜନସାଧାରଣଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ୨୩ଟି ସାମଗ୍ରୀରୁ ସରକାର ଜିଏସ୍ଟି କମାଇ ଦେଇଛନ୍ତି। କିଛି ସାମଗ୍ରୀର … Read More