#Corona Update: ୨୪ ଘଣ୍ଟାରେ ୩ ଆକ୍ରାନ୍ତ, ୪ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ତିନିଜଣ ନୂଆ କରୋନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବାଲେଶ୍ଵର, ସୁନ୍ଦରଗଡ଼ ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ ନୂଆ କରୋନା ରୋଗୀ ରହିଛନ୍ତି। ଝାରସୁଗୁଡ଼ାରୁ ଜଣେ ୪୦ ବର୍ଷୀୟ ମହିଳା ସଂକ୍ରମିତ … Read More