ବିଜେଡିରୁ ସାଂସଦ ବଳଭଦ୍ରଙ୍କ ଇସ୍ତଫା, କହିଲେ ଦୂରତା ବଢ଼ାଉଛନ୍ତି ମଧ୍ୟସ୍ଥି

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳୀୟ ସଭାପତିଙ୍କ ରାଜନୀତିକ ସଚିବଙ୍କୁ ସେ ଏଥିନେଇ ଆବଶ୍ୟକ ଇସ୍ତଫାପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଭିତରେ ତାଙ୍କୁ ଦଳରେ କୋଣଠେସା କରାଯାଇଛି। ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ … Read More