#Lockdown: ପ୍ରଧାନମନ୍ତ୍ରୀଙ୍କୁ କେଉଁ ମୁଖ୍ୟମନ୍ତ୍ରୀ କ’ଣ କହିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ଭୁତାଣୁ ସଂକ୍ରମଣ ଶୃଙ୍ଖଳକୁ ନିୟନ୍ତ୍ରଣ  ମହାରାଷ୍ଟ୍ର, ପଞ୍ଜାବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲକ୍‌ଡାୁନ୍‌କୁ ବଢ଼ାଇବା ଲାଗି ମତ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, ଲକ୍‌ଡାଉନ୍‌ ପ୍ରତିବନ୍ଧକକୁ ନବଢ଼ାଇଲେ କରୋନା ସଂକ୍ରମଣକୁ ରୋକିବା ଅସମ୍ଭବ। … Read More