ଓଡ଼ିଆ ସାମ୍ବାଦିକତାର କ୍ଲାସିକ୍ ‘ନିଆଁଖୁଣ୍ଟା’ ଏବେ ଇଣ୍ଟରନେଟ୍ରେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସମାଲୋଚନାଧର୍ମୀ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରର କ୍ଲାସିକ୍ ଭାବେ ପରିଚିତ ଗୋଦାବରୀଶ ମହାପାତ୍ରଙ୍କ ନିଆଖୁଣ୍ଟା ପୁଣିଥରେ ଦେଖିବାକୁ ମିଳିବ, ଯେତେବେଳେ ଚାହିଁବେ ସେତେବେଳେ ଆପଣଙ୍କ ଇଣ୍ଟରନେଟ୍ ସମ୍ପନ୍ନ ଯନ୍ତ୍ରରେ। ସାମାଜିକ ଅନୁଷ୍ଠାନ ସୃଜନୀକା ପକ୍ଷରୁ ‘ନିଆଁଖୁଣ୍ଟା’ ପତ୍ରିକାର ବିଭିନ୍ନ … Read More