ପାକ୍ ପାଇଁ କାନ୍ଦୁଛି କଂଗ୍ରେସ, ନାଗରିକତ୍ଵ ଆଇନ ପାଇଁ ସମର୍ଥନ ଲୋଡ଼ିଲେ ମୋଦି
ତୁମାକୁରୁ, (ଓଟି): ପାକିସ୍ତାନ ପ୍ରତି କଂଗ୍ରେସର ଏତେ ଦରଦ କାହିଁକି? ସେ ଦେଶ ଲାଗି କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ କାନ୍ଦୁଛନ୍ତି କାହିଁକି? କଂଗ୍ରେସ ଓ ସରକାର ବିରୋଧୀ ଦଳଗୁଡ଼ିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଢଙ୍ଗରେ ଟାର୍ଗେଟ … Read More