ଭାରତ ବର୍ଷରେ ପିନାକୀ ଏବେ ସବୁଠୁ ଅଧିକ ରୋଜଗାରୀ ପ୍ରାର୍ଥୀ
ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଆଉ ମାତ୍ର ଅଳ୍ପ କେଇଦିନ ବାକି। ଆସନ୍ତା ୨୩ ତାରିଖରେ ଏଥିଲାଗି ମତଦାନ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ଥୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏ ଭିତରେ ଇଲେକ୍ସନ୍ ୱାଚ ପକ୍ଷରୁ ପ୍ରାର୍ଥୀ ସତ୍ୟପାଠ ଯାଞ୍ଚ … Read More