କରୋନା ଭୟ: ଚାରିଆଡ଼େ ସ୍ଵତଃ ବନ୍ଦ, ରାଜଧାନୀ ଖାଁ, ଖାଁ
ଭୁବନେଶ୍ଵର (ଓଟି): ଭୟ, ଆତଙ୍କ ଓ ଗୁଜବ ଭିତରେ ରବିବାର ଓଡ଼ିଶାର ବିଭିନ୍ନ ସହରରେ ସ୍ଵତଃ କର୍ଫ୍ୟୁ ଦେଖିବାକୁ ମିଳିଛି। ପୂରା ରାଜଧାନୀ ଖାଁ ଖାଁ ଦେଖାଯାଉଛି। କିଛି ପ୍ରମୁଖ ସ୍ଥାନରେ ପୁଲିସ ବଳ ମୁତ୍ତୟନ ରହିଥିଲେ ବି ରାସ୍ତାରେ ଗାଡ଼ି … Read More