#IndiaFightsCorona: ନବୀନଙ୍କ ପରେ କେଜ୍ରିୱାଲ୍‌ ଘୋଷଣା କଲେ ୫ଟି, କିନ୍ତୁ କରୋନା ମୁକାବିଲା ପାଇଁ

ଭୁବନେଶ୍ଵର, (ଓଟି): କରୋନା ରୋଗର ମୁକାବିଲା ପାଇଁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍‌ ଆଜି ୫-ଟି ମନ୍ତ୍ର ଉଚ୍ଚାରଣ କରିଛନ୍ତି। ଲୋକଙ୍କୁ ଆବଶ୍ୟକ ସମୟରେ ଜରୁରୀ ସୁବିଧା ଉପଲବ୍ଧ କରାଇ କରୋନା ସହ ଲଢ଼ିବା ଲାଗି ଏହି ମନ୍ତ୍ର ସହାୟକ ହେବ ବୋଲି … Read More

#CoronaUpdates: ଭାରତରେ ୫୬୩ ନୂଆ ରୋଗୀ, ୧୩ ଅଧିକ ମୃତ; ଜାଣନ୍ତୁ କେଉଁ ରାଜ୍ୟରେ କେତେ ରୋଗୀ

ଭୁବନେଶ୍ଵର, (ଓଟି): ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟା ଭିତରେ ୧୩ ରହିଛି। ଏହାଦ୍ଵାରା ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ହୋଇଛି। ଗତକାଲି ତାଲା ୮୬ ରହିଥିଲା । ସେହିପରି ସମୁଦାୟ କରୋନା ପଜିଟିଭ୍‌ ଚିହ୍ନିତ ସଂଖ୍ୟାରେ ୫୬୩ … Read More

ଭୁବନେଶ୍ଵରରେ ହୋଇନି ସ୍ଥାନୀୟ ସଂକ୍ରମଣ, ବାହାର ରାଜ୍ୟରୁ ଆସିଛି ଭୁତାଣୁ

ଭୁବନେଶ୍ଵର, (ଓଟି): ଲଗାତାର ଭୁବନେଶ୍ଵରରୁ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ଦ୍ଵାରା ସ୍ଥାନୀୟ ସଂକ୍ରମଣର ଆଶଙ୍କା ଦେଖାଦେଇଥିଲା। ଏଣୁ ଯେଉଁପରି ଭାବେ ସମ୍ପୃକ୍ତ ଅଞ୍ଚଳରୁ ଲୋକେ ଆଉ ବାହାରକୁ ଯିବେ ନାହିଁ କି ବାହର ଲୋକ ସେଠାରେ ପ୍ରବେଶ କରିପାରିବେ ନାହିଁ … Read More

କରୋନା: ଜେଏସ୍‌ପିଏଲ୍‌ରେ ଥର୍ମାଲ୍‌ ସ୍କାନିଂ

ଭୁବନେଶତବର, (ଓଟି): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଦ୍ଵାରା ବହୁବିଧ ବ୍ୟବସ୍ଥା କରାଯାଇଛି I କମ୍ପାନୀର ପ୍ରତ୍ୟକ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ସହିତ ଶରୀରର ତାପମାତ୍ରା … Read More

22 ମାର୍ଚରେ ଜନତା କର୍ଫ୍ୟୁ: ସକାଳ ୭ରୁ ରାତି ୯ ଯାଏ ଘରୁ ନବାହାରିବାକୁ ଅନୁରୋଧ କଲେ ପ୍ରଧାମନ୍ତ୍ରୀ

ଭୁବନେଶ୍ଵର, (ଓଟି): ଦିନକୁ ଦିନ ବଢ଼ୁଥିବା ‘କରୋନା’ କଷ୍ଟରୁ ମୁକ୍ତି ପାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥାସମ୍ଭବ ଘରେ ରହିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଏହିକ୍ରମରେ ରବିବାର ଦିନ ଏହି ଭୁତାଣୁ ସଂକ୍ରମଣ ବିରୋଧରେ … Read More