#IndiaFightsCorona: ମୃତ୍ୟୁଠୁ ସୁସ୍ଥ ହେଉଛନ୍ତି ଅଧିକ, ୬୦ ବର୍ଷ ବୃଦ୍ଧଙ୍କୁ ଅଧିକ ସତର୍କ

ଭୁବନେଶ୍ଵର, (ଓଟି): ନିର୍ଦିଷ୍ଟ କୌଣସି ଔଷଧ ବା ଟୀକା ବ୍ୟବସ୍ଥା ନଥାଇ ମଧ୍ୟ ଭାରତର ଚିକିତ୍ସା ବ୍ୟବସ୍ଥା ଏଯାଏ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭଲ ଖବର ଦେଇ ଆସିଛି। ବିଶ୍ଵରେ ମୃତ୍ୟୁ ହାର ୧୨ ଟପିଥିବାବେଳେ ଭାରତରେ ତାହା ୨.୫ରେ … Read More