#Corona Update: ଭୁବନେଶ୍ଵରରେ ଆଉଜଣଙ୍କ ମୃତ୍ୟୁ, କଟକକୁ ଫେରିଲା କରୋନା, ସମୁଦାୟ ସଂଖ୍ୟା ୧୭୭
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଆଉ ଜଣଙ୍କ କରୋନା ଭୁତାଣୁ ଆକ୍ରମଣ ଜନିତ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଇଜଣ ପୁରୁଷ ଏବଂ ସେମାନଙ୍କ ବୟସ ୭୦ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି। ଉଭୟଙ୍କ ଘର … Read More