ସ୍ଵାସ୍ଥ୍ୟ ବିଭାଗର ଭେଳିକି: ସନ୍ଧ୍ୟାରେ ଓଡ଼ିଶା, ରାତିରେ ମହାରାଷ୍ଟ୍ର
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ସନ୍ଧ୍ୟାବେଳେ ରାଜ୍ୟର କରୋନା ରୋଗୀଙ୍କ ସଂଖ୍ୟା ୨୭୧ ଥିଲା। ରାତିରେ ତାହା ୨୭୦ ହୋଇଛି। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ କହିଛି ଯେ, ଏହି ରୋଗୀ ଜଣକ ମହାରାଷ୍ଟ୍ରର। ସେ ଏକ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇ … Read More