ଯାଜପୁର, ବାଲେଶ୍ଵର, ଭଦ୍ରକ ରେଡ୍‌ ଜୋନ୍‌; ରାଜ୍ୟରେ ମୋଟ୍‌ କରୋନା ପଜିଟିଭ୍‌ ୧୪୩

  ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଶେଷକରି ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ସମୁଦାୟ ଚିହ୍ନିତ କରୋନା ରୋଗୀଙ୍କ ସଂଖ୍ୟାର ୫୨.୪ ପ୍ରତିଶତ ହୋଇଛି। … Read More

ସୁନ୍ଦରଗଡ଼ରେ ୩ କରୋନା ପଜିଟିଭ୍‌, ସମୁଦାୟ୬

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ସୁନ୍ଦରଗଡ଼ ଜିଲ୍ଲାରୁ ପୁଣି ତିନିଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏହି ତିନିଜଣଙ୍କ ପୂର୍ବରୁ ଆଉ ତିନିଜଣ ରୋଗୀ ଚିହ୍ନଟ ହୋଇ ସୁସ୍ଥ ହୋଇଥିଲେ। ଫଳରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ରେ ରହିଛି। ରବିବାର ସକାଳୁ … Read More

#CoronaUpdates: ରୋଗୀ ସଂଖ୍ୟା ସ୍ଥିର, ତିନିଦିନରେ ଭୁବନେଶ୍ଵରରେ ୨୫୦୦ ସାମ୍ପଲ୍‌ ପରୀକ୍ଷଣ, ବାଲେଶ୍ଵରରେ କଟକଣା

ଭୁବନେଶ୍ବର (ଓଡ଼ିଶା ଟାଇମ୍‌) : ରାଜ୍ୟରେ କରୋନା ସ୍ଥିତି ସ୍ଥିର ରହିଛି। ସମୁଦାୟ ୯୬୯୦ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟିଂ କରାଯାଇଛି। ଏହାଦ୍ଵାରା ୬୪ଜଣଙ୍କ କ୍ଷେତ୍ରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ହସ୍‌ପିଟାଲ୍‌ … Read More