ଅଯୋଧ୍ୟା ବିବାଦ: ରାମଙ୍କୁ ମିଳିଲା ଜମି, ମସ୍‌ଜିଦ୍‌ ପାଇଁ ସରକାର ଦେବେ ୫ ଏକର

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ବିବାଦର ସମାଧାନ କରିଛନ୍ତି ସୁପ୍ରିମ୍‌ କୋର୍ଟ। ପ୍ରମୁଖ ବିଚାପତିଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ବିବାଦୀୟ ଜମିକୁ ରାମଲାଲାଙ୍କୁ ହସ୍ତାନ୍ତର ପାଇଁ ନିର୍ଦେଶ ଦେଇଛନ୍ତି। ଏଥିଲାଗି ଏକ ଟ୍ରଷ୍ଟ ଗଠନ କରାଯିବ। ସେହିପରି ବାବ୍ରୀ ମସ୍‌ଜିଦ୍‌ ପାଇଁ ଅଯୋଧ୍ୟା … Read More