ମୋଦି ଦ୍ଵିତୀୟଥର: ସେନ୍‌ସେକ୍ସରେ ବୃଦ୍ଧି

ନିର୍ବାଚନ ହୋଇଥିବା ସମୁଦାୟ ୫୪୨ ଲୋକସଭା ଆସନରୁ ୨୮୯ ଆସନରେ କେବଳ ବିଜେପି ଆଗୁଆ ରହିବା ଖବର ପରେ ଭାରତରେ ବଜାର କାରବାର ବୃଦ୍ଧି ପାଇଁଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ କାରବାର ୪୦ହଜାର ବେଞ୍ଚ ମାର୍ଜ ପଏଣ୍ଟ ଅତିକ୍ରମ କରିଥିବାବେଳେ ନିଫ୍ଟି ୧୨୦୦୦ ପଏଣ୍ଟ ପାର୍‌ କରିଛି।

Leave a Reply

Your email address will not be published.