ଏ ଗ୍ରହର ନାଁ କ’ଣ

ସୌର ମଣ୍ଡଳରେ ଠାବ ହୋଇଥିବା ନୂଆ ଗ୍ରହଟିର ନାଁ କ’ଣ? ଏ ବିଷୟରେ ୨୦୦୭ରୁ ଚର୍ଚା ଚଳାଇଛନ୍ତି ବୈଜ୍ଞାନିକ। ଏବେ ଜନସାଧାରଣଙ୍କୁ ତା’ର ନାଁ କ’ଣ ହେବ ପଚାରିଛନ୍ତି। ବିବିସିର ରିପୋର୍ଟ ଅନୁସାରେ ଜନସାଧାରଣଙ୍କ ଆଗରେ ତିନୋଟି ବତକଳ୍ପ ରହିଛି। ତାହା ହେଲା ଗଙ୍ଗଗଙ୍ଗ, ହଲି ଏବଂ ବିଲ୍ଲି। ଏହି ବିକଳ୍ପ ଭିତରୁ ଗୋଟିକୁ ବାଛିବାକୁ କୁହାଯାଇଛି।

ଆମ ସୌର ମଣ୍ଡଳର ନେପ୍‌ଚ୍ୟୁନ୍‌ ପରେ ଏହି ଗ୍ରହକୁ ଠାବ କରାଯାଇଛି। କିନ୍ତୁ ଏହା ଏକ ସାନ ଗ୍ରହ। ଅର୍ଥାତ୍‌ ଡ୍ବାର୍ଫ ପ୍ଲାନେଟ୍‌ ବୋଲି ନାମିତ କରାଯାଇଛି।

Leave a Reply

Your email address will not be published. Required fields are marked *