ସବ୍ୟସାଚିଙ୍କ ଜାମିନ ନାମଞ୍ଜୁର

ନକ୍ସଲ ନେତା ସବ୍ୟସାଚି ପଣ୍ଡାଙ୍କ ଜାମିନ ଆବେଦନକୁ ସୁପ୍ରିମ୍‌କୋଟର୍ର୍ ନାମଞ୍ଜୁର କରିଛନ୍ତି। ନୟାଗଡ଼ ପୁଲିସ୍‌ ଥାନା ଲୁଟ୍‌ ମାମଲାରେ ସେ ସୁପ୍ରିମ୍‌କୋର୍ଟରେ ଜାମିନ ଆବେଦନ କରିଥିଲେ।

ଜଷ୍ଟିସ୍‌ ଏନ୍‌ଭି ରମଣା ଏବଂ ଦୀପକ ଗୁପ୍ତା ସବ୍ୟସାଚିଙ୍କ ଆବେଦନକୁ ବିଚାର କରିଥିଲେ।

୨୦୧୪ ମସିହାରେ ସବ୍ୟସାଚୀ ନୟାଗଡ଼ ଥାନା ଉପରେ ଆକ୍ରମଣ ଏବଂ ଅସ୍ତ୍ରାଗାର ଲୁଟ୍‌ ମାମାଲାରେ ଗିରଫ ହୋଇ ଏବେ ଜେଲ୍‌ରେ ରହିଛନ୍ତି।

ରାଜ୍ୟପାଳଙ୍କ ଅଭିଭାଷଣ: ଜନମଙ୍ଗଳ ପାଇଁ ଓଡ଼ିଶା ସରକାରଙ୍କ ୫୨ ଯୋଜନା, ନଜର ପକାଇଦିଅନ୍ତୁ

ମୋଦୀଙ୍କୁ ‘ସୁନା ଚଢ଼େଇ’ ଭୟ

Leave a Reply

Your email address will not be published.