ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର
ମେଷ
ବ୍ୟବସାୟୀ ମାନଙ୍କ ପାଇଁ ଟିକେ ଦୁଃଖମୟ ରହିବ। ଗୃହିଣୀ ମାନେ ଧର୍ମ କାର୍ଯ୍ୟ ରେ ବ୍ୟସ୍ତ ରହିବେ | ଛାତ୍ରଛାତ୍ରୀ ପାଠପଢା ପ୍ରତି ସଜାଗ ରହିବେ ।ପରିବାର ର ଶାନ୍ତି ପାଇଁ ଗଙ୍ଗା ଜଳ ସିଞ୍ଚନ କରନ୍ତୁ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
ବୃଷ
ପାରିବାରିକ କ୍ଷେତ୍ରରେ ଶାନ୍ତି ରହିବ। କର୍ମଜୀଵି ମାନେ କାର୍ଯ୍ୟରେ ଲାଭବାନ ହେବେ। ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ। ଯାତ୍ରା ସମୟରେ ଭଗବାନ ଶିବଙ୍କ ପ୍ରତିମା ଦର୍ଶନ କରି ବାହାରନ୍ତୁ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ରୋଗୀ -ଅରୋଗ୍ୟ ଲାଭ କରିବେ öl।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
ମିଥୁନ
ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ, ପୁରା ଦିନ ବ୍ୟସ୍ତତା ମଧ୍ୟରେ କଟିବ ଧିରସ୍ଥିର ହୋଇ ସଂଯମତା ରଖି କଥା କୁହନ୍ତୁ, ପୁରା ଦିନ ସତର୍କ ରୁହନ୍ତୁ | ରୋଗୀ ମାନେ ରୋଗରୁ ମୁକ୍ତ ହୋଇପାରନ୍ତି ବ୍ୟାୟାମ କରିବା ଉଚିତ
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ
କର୍କଟ
ଗୃହିଣୀ ମାନେ କାର୍ଯ୍ୟ କରି ପ୍ରଶଂସିତ
କାର୍ଯ୍ୟରେ ଅବହେଳା କରିବେ ନାହିଁ ।ରୋଗୀ ମାନେ ସୁସ୍ଥ ଅନୁଭବ କରିବେ। ଚାଷୀ ମାନଙ୍କର କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ । ଗୋମାତା ଙ୍କୁ ଅନ୍ନ ଦାନ କରନ୍ତୁ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
ସିଂହ
ଆଜିର ଦିନଟି ଆପଣଙ୍କ ପାଇଁ ଟିକେ ଦୁଃଖ ଦାୟକ ହେବ ö ରହିଥିବା କାର୍ଯ୍ୟ କୁ ପୁର୍ଣ କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ। ଛାତ୍ରଛାତ୍ରୀ ମାନେ ପାଠପଢା ରେ ମନ ଦେବେ |ଘରୁ ବାହାରିବା ସମୟରେ ଚନ୍ଦନ ମଥା ରେ ଲଗାଇ ଯାତ୍ରା କରନ୍ତୁ ମଙ୍ଗଳ ହେବ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
କନ୍ୟା
ସମସ୍ତଙ୍କ ପାଖରେ ଅପମାନିତ ହୋଇପାରନ୍ତି ତେଣୁ ଭାବି ବିଚାରି ନିଜ ମନ୍ତବ୍ୟ ରଖନ୍ତୁ।ବ୍ୟବସାୟ ରେ ସଫଳତା ପାଇବେ ସତର୍କତା ସହିତ କାର୍ଯ୍ୟରେ ମନ ଦିଅନ୍ତୁ। ଘରୁ ବାହାରିବା ସମୟରେ ପୁର୍ଣ କଳସ ଦେଖି ବାହାରନ୍ତୁ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
ତୁଳା
ବନ୍ଧୁ ମାନଙ୍କର ପରାମର୍ଶ ଓ ସହଯୋଗ ମିଳିବ |ଗୃହିଣୀ ମାନେ ପୂଜା ପାଠରେ ବ୍ୟସ୍ତ ରହିବେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ |ଛାତ୍ରଛାତ୍ରୀ ପାଠପଢାରେ ମନ ଦେବେ । ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ । କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
ବିଛା
ବ୍ୟବସାୟୀ ମାନଙ୍କର ହାତକୁ ଆସୁଥିବା ଜିଲ୍, ପଳେଇ ଯାଇପାରେ । ଧର୍ଯ୍ୟ ନ ହରାଇ ପୁନଃ ଚେଷ୍ଟା କରି ପାଇପାରିବେ |ପରିବାରରେ ଭୁଲ ବୁଝାବଣା କୁ ନେଇ ଅଶାନ୍ତ ରହିବ ମନ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ
ଧନୁ
ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜିର ଦିନଟି ଭଲ ରହିବ, ଭାବୁଥିବା ବା ଅଧା ରହିଯାଇଥିବା କାର୍ଯ୍ୟ ପରିପୂର୍ଣ ହେବ। ରୋଗୀ ମାନେ ଅସାଧ୍ୟ ରୋଗ ରୁ ମୁକ୍ତ ହୋଇ ସାମାନ୍ୟ ସୁସ୍ଥ ଅନୁଭବ କରିବେ । ମା ମା ଦୁର୍ଗା ଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ରୋଗୀ -ଅରୋଗ୍ୟ ଲାଭ କରିବେ ö
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
ମକର
ଚାଷୀ ମାନେ ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।କୀଟ ନାଶକର ସଠିକ ସମୟରେ ବ୍ୟବହାର କରନ୍ତୁ । ଦିନଟି ବହୁତ ଭଲରେ କଟିବ, ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ମିଳିବ ନିଜ କାମ ଓ ବ୍ୟବହାରକୁ ନେଇ ମାନସମ୍ମାନ ମିଳିବ|
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
କୁମ୍ଭ
ଗୃହିଣୀ ମାନେ ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଛାତ୍ରଛାତ୍ରୀ ମାନେ ପଢ଼ା ରେ ମନ ଦେବେ |ବାହାରକୁ ବାହାରିବା ସମୟରେ ଗଣେଶ ମନ୍ତ୍ର ଜପ କରି ଯାତ୍ରା କରନ୍ତୁ। ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ରୋଗୀ -ଅରୋଗ୍ୟ ଲାଭ କରିବେ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।
ମୀନ
ସମାଜରେ ଉଚ୍ଚ ସ୍ଥାନ ପ୍ରାପ୍ତ ହେବାର ସୁଯୋଗ ମିଳିବ। ମନରେ ଥିବା ଇଛା ପୂରଣ ହେବ ଶୁଭ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି, ବାଣିଜ୍ୟ,ବ୍ୟବସାୟରେ ଲାଭବାନ ରହିବେ ମହିଳାମାନେ ପୁରା ଦିନ ହସଖୁସିରେ କଟିବ କୌଣସି ମହିଳାଙ୍କୁ କିଛି ଉପହାର ଦିଅନ୍ତୁ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍ମଜୀବି – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ରୋଗୀ -ଅରୋଗ୍ୟ ଲାଭ କରିବେ ।
ଚାଷୀ -ଚାଷ କାର୍ଯ୍ୟ ରେ ବ୍ୟସ୍ତ ରହିବେ।