ଆଜି ଜୁଲାଇ ୨୧ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ

କାର୍ଯ୍ୟବ୍ୟସ୍ତତାକାରଣରୁ ଆପଣଖାଇବା ପିଇବାରେ ଅବହେଳାକରି ନିଜରସ୍ୱାସ୍ଥ୍ୟ ପାଇଁ ନିଜେହିଁବାଧକସାଜିବେ । ନୂତନ କାର୍ଯ୍ୟରେହାତ ଦେଇକୃତକାର୍ଯ୍ୟହେବେ, ମାତ୍ରସାମାନ୍ୟବାଧାବିଘ୍ନଘଟିପାରେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବୃଷ

ପଦସ୍ଥବ୍ୟକ୍ତିଙ୍କସାହାଯ୍ୟରୁସମସ୍ୟାରସରଳସମାଧାନ ପୂର୍ବକ ପ୍ରତ୍ୟେକକାର୍ଯ୍ୟକୁ ଯଥା ସମୟରେ ସମ୍ପନ୍ନ କରିପାରନ୍ତି । ପୂର୍ବାଲୋଚନା ଅନୁଯାୟୀବନ୍ଧୁ କଥା ମାନିକାମକଲେସୁବିଧାରେକାର୍ଯ୍ୟହୋଇଯିବ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୮ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
କର୍ମଜୀବି- ସହଯୋଗ ମିଳିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ l

ମିଥୁନ

ଆଜିରକର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ତ ହେବେ ।ଏଣୁ ଯାହାକିଛିିକହିବେଭାବିଚିନ୍ତିକହିବା ଓ କରିବା ଭଲ ହେବ । ପ୍ରତ୍ୟେକକ୍ଷେତ୍ରରେବଡଭାଇପଣିଆ ଦେଖାଇଲେ ଭଲ ହେବ ।ଶୁଭରଙ୍ଗନାରଙ୍ଗୀ ।ଶୁଭ ଅଙ୍କ ୯ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଆନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ନାହିଁ ।
କର୍ମଜୀବି- ଅର୍ଥ ହାନି ହେବ ।
ବ୍ୟବସାୟୀ- ଲାଭ ପ୍ରଦ ରହିବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କର୍କଟ

କୌଣସି ଅତୀତଘଟଣାମନରେବାରମ୍ବାର ଆଲୋଡନ ସୃଷ୍ଟିକରିବାରୁକୌଣସିକାମ ପ୍ରତିଉତ୍ସାହରହି ନ ପାରେ । ପ୍ରିୟଜନମାନଙ୍କସହ ନୂତନ ସ୍ଥାନକୁବୁଲି ଯିବାରସୁଯୋଗଲାଭକରିପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭଅଙ୍କ ୭ ।
ଚାଷୀ- ଜଳବାୟୁ ପ୍ରତି ଧ୍ୟାନ ଦିଅନ୍ତୁ ।
ରୋଗୀ- ଥଣ୍ଡା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ମନ ଦେବେ ।
କର୍ମଜୀବି- ସ୍ୱଳ୍ପ ଆୟ ହେବ ।
ବ୍ୟବସାୟୀ- ଲାଭବାନ ହେବ ।
ଗୃହିଣୀ- ଆଧ୍ୟାତ୍ମିକ ହେବ ।

ସିଂହ

ଆଜିସକାଳୁସକାଳୁହଠାତ୍‌ବନ୍ଧୁଙ୍କଡାକରା ପାଇ ଦୂରଯାତ୍ରାକରିବାକୁ ପଡିପାରେ । ଆବଶ୍ୟକତା ପୂରଣ ଦିଗରେବହୁତଖର୍ଚ୍ଚାନ୍ତ ହେବେ । ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକସ୍ତରରେ ବିଚଳିତହେବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୫ ।
ଚାଷୀ- ଫସଲ ହାନୀ ଠାରୁ ସଜାଗ ରୁହନ୍ତୁ ।
ରୋଗୀ- ଆଜିକା ଦିନରେ ଡାକ୍ତରଙ୍କୁ ନ ଦେଖାଇ ମେଡିସିନ୍ ଖାଆନ୍ତୁ ନାହିଁ ।
ଛାତ୍ରଛାତ୍ରୀ- ପାଠ ପଢାରେ ମନ ଦେବେ ନାହିଁ ।
କର୍ମଜୀବି- ଧନ ହାନୀ ହେବ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ପିଲାମାନଙ୍କ ଚିନ୍ତାରେ ରହିବେ ।

କନ୍ୟା

ବହୁବିଳମ୍ବରେସତ୍ତ୍ୱେକାମଗୁଡିକଠିକ୍‌ଭାବରେ ସମ୍ପନ୍ନ ନ ହେବାରୁମାନସିକସ୍ତରରେସନ୍ତୁଷ୍ଟହୋଇପାରିବେ ନାହିଁ ।ଜଣାଶୁଣାବ୍ୟକ୍ତିଙ୍କସହାୟତାରେବ୍ୟବସାୟ, ପରିବହନ ଓ ବାଣିଜ୍ୟକ୍ଷେତ୍ରରେସମସ୍ୟା ଦୂରହେବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୫ ।
ଚାଷୀ- ଜଳବାୟୁ ଉପରେ ସଚେତନ ହୁଅନ୍ତୁ ।
ରୋଗୀ- ରୋଗମୁକ୍ତ ହେବେ ।
ଛାତ୍ରଛାତ୍ରୀ- ପିଲାମାନେ ବିଦ୍ୱାନ ହେବେ ।
କର୍ମଜୀବି- ସମ୍ମାନ ଅର୍ଜନ କରିବେ ।
ବ୍ୟବସାୟୀ- କ୍ଷତି ହେବ ।
ଗୃହିଣୀ- ମନ ପ୍ରଫୁଲ୍ଲ ରହିବ ।

ତୁଳା

ଆଜିବିଶେଷକିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେକୌଣସିକାରଣକୁନେଇଟେନ୍‌ସନଲାଗିରହିବ । ଆଖି ନ ଦେଖା କଥାକୁବିଶ୍ୱାସକରି ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୪ ।
ଚାଷୀ- ପାଣିପାଗ ବିଭାଗ ସହ ସଂପର୍କ ରଖିବା ଉଚିତ୍ ।
ରୋଗୀ- ଥଣ୍ଡା /ସର୍ଦ୍ଦି ପାଇଁ ସତର୍କ ରହିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଲାଭବାନ ହେବେ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

ବିଛା

ନିଜର ଅବହେଳାକାରଣରୁକିମ୍ବା ଅସାବଧନତାଜନିତ ଦ୍ରବ୍ୟନଷ୍ଟକିମ୍ବା ଧନ ହାନିଘଟିପାରେ ।କୌଣସିଗୁରୁତ୍ୱପୂର୍ଣ୍ଣକାର୍ଯ୍ୟରେସ୍ତ୍ରୀଙ୍କପ୍ରେରଣାଲାଭକରିଉପକୃତହେବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୮ ।
ଚାଷୀ- ଚିନ୍ତିତ ରହିବେ ।
ରୋଗୀ- ଯୋଗ କରନ୍ତୁ, ଡାଙ୍କରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ସଙ୍ଗୀତ ପ୍ରତି ମନ ବଳାଇବେ ।
କର୍ମଜୀବି- ସିନିୟରଙ୍କ ସାହାର୍ଯ୍ୟ ମିଳିବ ।
ବ୍ୟବସାୟୀ- ଅନ୍ୟ କଥାରେ ପଡନ୍ତୁ ନାହିଁ ।
ଗୃହିଣୀ- ସୌଭାଗ୍ୟ ପୂର୍ଣ୍ଣ ରହିବ ।

ଧନୁ

କର୍ମକ୍ଷେତ୍ରରେସମସ୍ୟାଲାଗିରହିଥିଲେ ମଧ୍ୟ କାମରେ ଅଣହେଳାକରିପାରିବେ ନାହିଁ ।ସାଂସ୍କୃତିକକାର୍ଯ୍ୟକ୍ରମ, ସଙ୍ଗୀତସମାରୋହ, ଚଳଚ୍ଚିତ୍ରରେସୁନାମ ଅର୍ଜନ କରିବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୨ ।
ଚାଷୀ- କିଟନାଶକର ବ୍ୟବହାର ଠିକ୍ ସମୟରେ କରନ୍ତୁ ।
ରୋଗୀ- ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡା ପ୍ରତି ମନ ବଳାଇବେ ।
କର୍ମଜୀବି- ବହୁ ପରିଶ୍ରମ କରିବାକୁ ପଡିବ ନାହିଁ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ମକର

କର୍ମକ୍ଷେତ୍ରରେ ଦୃଢ ପଦକ୍ଷପ ନେଇ ପ୍ରତ୍ୟେକକାମକୁସହଜରେସମାପନ କରିପାରିବେ ।ବନ୍ଧୁଙ୍କ ପାଖରେବହୁତ ଦିନରୁରହିଥିବାଟଙ୍କାଫେରିପାଇବେ । ଦେହ ଭଲ ରହିଲେ ମଧ୍ୟ ସାମୟିକମୁଣ୍ଡବ୍ୟଥା ରହିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୬ ।
ଚାଷୀ- ପାଣିପାଗ କାର୍ଯ୍ୟାଳୟ ସହ ସମ୍ପର୍କ ସ୍ଥାପନ କରନ୍ତୁ ।
ରୋଗୀ- ଶ୍ୱାସ ସମସ୍ୟା ଦେଖା ଦେବ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।
କର୍ମଜୀବିି- ଅର୍ଥ ସମସ୍ୟା ଦେଖାଦେବ ।
ବ୍ୟବସାୟୀ- ସାମାନ୍ୟ ଲାଭ ପାଇବେ ।
ଗୃହିଣୀ- ମୁଣ୍ଡ ବ୍ୟଥା ହୋଇପାରେ ।

କୁମ୍ଭ 

ପ୍ରତ୍ୟେକକ୍ଷେତ୍ରରେସମୟୋଚିତ ପଦକ୍ଷେପ ଗ୍ରହଣକରିବାକାରଣରୁ ପରିବାରରେସୁଖଶାନ୍ତିଫେରି ଆସିବ । ପୁରାତନ ରୋଗର ପ୍ରାଦୁର୍ଭାବବୃଦ୍ଧି ପାଇବ, ଯାହାକିମୁଣ୍ଡବ୍ୟଥାରକାରଣହୋଇପାରେ ।ଶୁଭରଙ୍ଗଧୂସର ।ଶୁଭ ଅଙ୍କ ୯ ।
ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସାମନ୍ୟ ପୀଡା ଅନୁଭବ କରିବେ ।
ଛାତ୍ରଛାତ୍ରୀ – ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଉନ୍ନତି ଦେଖା ଦେବ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି ।

ମୀନ

ଆକସ୍ମିକବହୁତଟଙ୍କାଖର୍ଚ୍ଚକରିଥିବାକାରଣରୁ ଆଜିହଠାତ୍ ଆବଶ୍ୟକତା ପୂରଣକରିବାସକାଶେ ଧାରକରିବାକୁ ପଡିବ । ଆଜିରକର୍ମକ୍ଷେତ୍ରରେକ୍ଳାନ୍ତି ଅନୁଭବକରିବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୩ ।
ଚାଷୀ- ଜଳର ସଂରକ୍ଷଣ କରନ୍ତୁ ।
ରୋଗୀ- ଆଗକୁ ଥିବା ୨୫ ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।
କର୍ମଜୀବି- ଲାଭ ଉଠାଇବେ ।
ବ୍ୟବସାୟୀ- ସୁଯୋଗ ପ୍ରାପ୍ତି ହେବ ।
ଗୃହିଣୀ- ସୁଖ ମିଳିବ ।

Leave a Reply

Your email address will not be published. Required fields are marked *