ରାହତ ଫତେହ ଅଲ୍ଲୀଖାନ୍‌ଙ୍କୁ ‘ଫେମା’ ଅନ୍ତର୍ଗତ ନୋଟିସ୍

ପ୍ରଖ୍ୟାତ ପାକିସ୍ତାନୀ ଗାୟକ ରାହତ୍ ଫତେହ ଅଲ୍ଲୀଖାନ୍‌ଙ୍କ ପାଖରେ ଏବେ ଆଉ ଏକ ବିବାଦ ଆସି ପହଞ୍ଚିଛି । ରାହତ ବିଦେଶୀ ମୁଦ୍ରା ତସ୍କରି କରୁଥିବାର ଖବର ଏବେ ସୋସିଆଲ୍ ମିଡିଆରେ ଚହଳ ପକାଇଛି । ତେଣୁ ରାହତଙ୍କୁ ‘ଫରେନ୍ ଏକ୍ସଚେଞ୍ଜ୍ ମେନେଜ୍ମେଣ୍ଟ୍ ଆକ୍ଟ’ (ଫେମା) ଅନ୍ତର୍ଗତ ନୋଟିସ୍ ଜାରି କରାଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ ରାହତ ୩୪୦,୦୦୦ ଆମେରିକୀୟ ଡଳାର୍ ଅବୈଧାନିକ ଭାବେ ଆୟ କରିଛନ୍ତି । ଏହି ଅର୍ଥରୁ ୨୨୫୦୦୦ଡଲାର୍ ତସ୍କରି ଦ୍ୱାରା ଆୟ ହୋଇଛି । ଏହାର ୮ବର୍ଷ ପୂର୍ବରୁ ମଧ୍ୟ ରାହତ୍ ଦିଲ୍ଲୀ ଆଇଜିଆଇ ଏୟାର୍ପୋର୍ଟଠାରେ ୨୫୦ ଲକ୍ଷ ଡଲାର୍ ସହିତ ଧରା ପଡ଼ିଥିଲେ । ଏହି ଅର୍ଥ ସମ୍ପର୍କିତ କୌଣସି କାଗଜପତ୍ର ତାଙ୍କ ପାଖରେ ନଥିଲା ।

ପ୍ରଥମ ରାତି ପାଇଁ ଟିପ୍‍ସ, ଯାହା ସବୁ କୁଆଁରୀ ଝିଅ ଜାଣିବାକୁ ଚାହାନ୍ତି 

http://odishatime.com/tips-for-the-first-night-sex/

ସହମତିରେ “ହେମୋସେକ୍ସ’ ଅପରାଧ ନୁହେଁ 

http://odishatime.com/gay-sex-legal-says-supremecourt/

Leave a Reply

Your email address will not be published.