କାହାକୁ ମିଳିଲା କେଉଁ ବିଭାଗ

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ପାଳି ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି ତାର ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ନିଜ ପାଖରେ ରଖିଛନ୍ତି। ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ ବିଭାଗ ମିଳିଛି।

ମୁଖ୍ୟମନ୍ତ୍ରୀ

ନବୀନ ପଟ୍ଟନାୟକ- ଗୃହ ଓ ସାଧାରଣ ପ୍ରଶାସନ

କ୍ୟାବିନେଟ୍ ମନ୍ତ୍ରୀ

ପ୍ରଫୁଲ ମଲ୍ଲିକ- ଖଣି, ଇସ୍ପାତ ଓ ପୂର୍ତ୍ତ, ଗୃହ ବିଭାଗର ସ୍ଵାଧୀନ ଦାୟିତ୍ଵ
ବିକ୍ରମ ଆରୁଖ- ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର
ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ
ରଣେନ୍ଦ୍ର ପ୍ରତାପ ସ୍ଵାଇଁ- ଖାଦ୍ୟ ଓ ଯୋଗାଣ, ସମବାୟ
ଅରୁଣ କୁମାର ସାହୁ- କୃଷି, ମତ୍ସ୍ୟ, ପଶୁ ସଂପଦ ଏବଂ ଉଚ୍ଚଶିକ୍ଷା
ଟୁକୁନି ସାହୁ- ମହିଳା ଓ ଶିଶୁ କଲ୍ୟାଣ
ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ
ସୁଦାମ ମାରାଣ୍ଡି- ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା
ପଦ୍ମନାଭ ବେହେରା- ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା
ସୁଶାନ୍ତ ସିଂହ- ଶ୍ରମ, ଇଏସ୍‌ଆଇ ଓ ଗ୍ରାମ୍ୟ ଉନ୍ନୟନ
ନବ କିଶୋର ଦାସ- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ Looking for bride abroad? Best websites with mail order brides from Ukraine and real reviews. Find your love online. Best ukrainian dating chats.

ରାଷ୍ଟ୍ର ପାହ୍ୟା(ସ୍ଵାଧୀନ)

ପଦ୍ମିନୀ ଦିଆନ୍- ହସ୍ତ ଓ ବୟନ ଶିଳ୍ପ
ଅଶୋକ ପଣ୍ଡା- ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା
ସମୀର ରଞ୍ଜନ ଦାଶ- ସ୍କୁଲ ଓ ଗଣ ଶିକ୍ଷା
ଦିବ୍ୟଶଙ୍କର ମିଶ୍ର- ଶକ୍ତି, ଶିଳ୍ପ, ଏମଏସଏମଇ
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ- ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି
ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ରଘୁନନ୍ଦନ ଦାସ- ଜଳ ସଂପଦ ଏବଂ ସୂଚନା ଓ ଲୋକସଂପର୍କ
ତୁଷାରକାନ୍ତି ବେହେରା- କ୍ରୀଡ଼ା ଓ ଯୁବସେବା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା
ଜଗନ୍ନାଥ ସାରକା- ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ

ରାଷ୍ଟ୍ରପାହ୍ୟା

ପ୍ରଫୁଲ ମଲ୍ଲିକ- ଗୃହ ବିଭାଗର ସ୍ଵାଧୀନ ଦାୟିତ୍ଵ

Leave a Reply

Your email address will not be published.