ପାସ ନବୀକରଣ ଅନାବଶ୍ୟକ

ଭୁବନେଶ୍ଵର, (ଓଟି):: ରାଜ୍ୟରେ ଲକ୍ ଡାଉନ ଦୃଷ୍ଟିରୁ ସାଧାରଣ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି । କିନ୍ତୁ ଜରୁରୀ ଆବଶ୍ୟକତା ନେଇ ଯାତତାୟତ କରିବାକୁ ଚାହୁଁଥିବା ଲୋକଙ୍କୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପାସ ପ୍ରଦାନ କରାଯାଇଥିଲା । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏହି ପାସ କାର୍ଯ୍ୟ କରିବ ଓ ପାସର ନବୀକରଣ ଆବଶ୍ୟକତା ନଥିବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *