ହାତକୁ ଦି ହାତ ହେଲେ ନୀତି ମୋହନ
କିଛିଦିନ ତଳେ ବଲିଉଡ୍ ସିଙ୍ଗର୍ ନୀତି ମୋହନ୍ଙ୍କ ପ୍ରି-ୱେଡିଙ୍ଗ୍ ଫଟୋସୁଟ୍ ସିନେ ମହଲର ଚର୍ଚ୍ଚାରେ ଥିଲା । ଏବେ ଖବର ଆସିଛି ଯେ ‘ମଣିକର୍ଣ୍ଣିକା’ ଫିଲ୍ମର ଅଭିନେତା ନିହାର ପାଣ୍ଡ୍ୟାଙ୍କ ସହ ନୀତି ହାତକୁ ଦି ହାତ ହୋଇଛନ୍ତି । ବିବାହ ଉତ୍ସବରେ ନୀତି ଓ ନିହାର ପରସ୍ପରକୁ ମ୍ୟାଚ୍ କରିବା ଭଳି ବ୍ରାଇଡାଲ୍ ଡ୍ରେସ୍ କ୍ୟାର୍ କରିଥିଲେ । ଷ୍ଟାଇଲିସ୍ କପୁଲ୍ ଭାବେ ଏବେ ଏହି ଯୋଡ଼ିଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି ।
ରାଜକୀୟ ବ୍ରାଇଡାଲ୍ ଡ୍ରେସ୍ ଓ ମେକ୍ଅପ୍ ଅନୁଷ୍କା ଶର୍ମାଙ୍କୁ କପି କରିବା ଭଳି ମନେ ହେଉଛି । ନୀତି ଏକ ଗୋଲାପି ଦୁପଟ୍ଟା ଓ ଚଉଡ଼ା ମଥା ପଟି କ୍ୟାରି କରିଛନ୍ତି, ଯାହା ଅନୁଷ୍କାଙ୍କ ବିବାହ ଦୁପଟ୍ଟା ଓ ମଥା ବେଣୀ ସହ ମେଳ ଖାଉଛି । ନୀତି ତାଙ୍କ ବିବାହର ୩ଟି ଫଟୋ ପ୍ରଶଂସକଙ୍କ ସହିତ ସେୟାର୍ କରିବା ସହ କ୍ୟାପ୍ସନ୍ ଲେଖିଛନ୍ତି ଯେ ‘ଆପଣଙ୍କ ଶୁଭକାମନା ଓ ଆଶୀର୍ବାଦ ଯୋଗୁଁ ଏହି ବିବାହ ହୋଇପାରିଛି । ବାପା ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ମୋହନ ଓ ପାଣ୍ଡ୍ୟା ପରିବାରକୁ ଦେଇଥିବା ସ୍ନେହ ପାଇଁ ବହୁତ ଧନ୍ୟବାଦ’ । Crash games, also known as “high roller” or “high stakes” games, are a popular form of online gambling. These games offer players the chance to risk their money in pursuit of big rewards. Lucky Jet is a new addition to the crash game genre, offering players the opportunity to win big with its unique take on the classic game. Lucky Jet crash is an exciting and fast-paced game that allows players to test their luck and win big rewards.