ଅଯୋଧ୍ୟା ରାୟ: ପୁନଃସମୀକ୍ଷା ନିବେଦନ କରିବ ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ଼

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ରାୟରେ ଆପତ୍ତି ଜାହିର କରିଛି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ। ବିବାଦୀୟ ଜମିକୁ ସମ୍ପୂଣ୍ଣ ଭାବେ ହିନ୍ଦୁଙ୍କ ପାଇଁ ହସ୍ତାନ୍ତର କରାଯିବା ନିଷ୍ପତ୍ତିକୁ ବୋର୍ଡ ଗ୍ରହଣ କରିପାରି ନାହିଁ। ଏହା ମୁସ୍‌ଲିମ୍‌ ବିଶ୍ଵାସ ଓ ଆଇନ ବିରୁଦ୍ଧ ବୋଲି କହିଛନ୍ତି ବୋର୍ଡ଼ର ଆଇନଜୀବୀ ଜଫରୟାବ୍‌ ଜିଲିୟାନୀ। ଏଣୁ ରାୟ ବିରୁଦ୍ଧରେ ବୋର୍ଡ଼ ପୁନଃ ସମୀକ୍ଷା ଆବେଦନ କରିବ ବୋଲି ସେ କହିଛନ୍ତି। 

 

Leave a Reply

Your email address will not be published.