ଗରିବ, କିନ୍ତୁ ଦାୟିତ୍ୱହୀନ ନୁହେଁ

ଭୁବନେଶ୍ୱର, (ଓଟି)- ଏହି ଛବିରେ ଦେଖାଯାଉଥିବା ଗ୍ରାମାଞ୍ଚଳର ମହିଳା ଜଣକ ଆଜିର ଉଚ୍ଚ ଶିକ୍ଷିତ ତଥା ଅମାନିଆ ମଣିଷ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ସାମାନେ ଗରିବ ଓ ଅଶିକ୍ଷିତ ହୋଇପାରନ୍ତି କିନ୍ତୁ ଦେଶର ଧନୀ ଓ ପାଠୁଆ ଲୋକମାନେ ଯେପରି କରୋନା ଲକ୍‌ଡାଉନ୍‌କୁ ଭାଙ୍ଗିବା ପାଇଁ ଗଳାବାଟ ଖୋଜିବା ସହିତ ସରକାରଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ସେଥିରେ ଭାଗୀଦାର ନୁହଁନ୍ତି । ସମାଜ ପାଇଁ ସେମାନଙ୍କର ଉତ୍ତରଦାୟିତ୍ୱ ଥିବାରୁ ପ୍ରକୃତି ଦେଇଥିବା ବସ୍ତୁରେ ସେମାନେ ମାସ୍କ ତିଆରି କରି କରୋନା ଭାଇରସ୍‌କୁ ହରାଇବା ପାଇଁ ବଦ୍ଧପରିକର ବୋଲି ଶିକ୍ଷିତ ସମାଜକୁ ବାର୍ତ୍ତା ଦେଇଛନ୍ତି ।

Leave a Reply

Your email address will not be published.