କେନ୍ଦ୍ର ଜାରିକଲା ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌, ଜାଣନ୍ତୁ ୨୦ ତାରିଖ ପରେ କେଉଁ ଦିଗରେ ହେବ କୋହଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଆଦେଶନାମା ଜାରି କରିଛନ୍ତି। ଏହି ଆଦେଶନାମା ଅନୁସାରେ କେଉଁ କ୍ଷେତ୍ରଗୁଡ଼ିକରେ କାମ ବନ୍ଦ ରହିବ ଏବଂ କେଉଁଠି କାମ ଆଂଶିକ ଚାଲିବ ସେ ବିଷୟରେ ସ୍ପଷ୍ଟ କରାଯାଇଛି। ବିଶେଷକରି ରାଜ୍ୟ ସରକାରମାନଙ୍କୁ ୨୦ ତାରିଖରେ କେଉଁ କାର୍ଯ୍ୟକୁ କେହଳ କରିବେ ତାହା ମଧ୍ୟ ଦର୍ଶାଯାଇଛି। ଆସନ୍ତୁ ନଜର ପକାଇବା କ’ଣ ରହିଛି ସେହି ଗାଇଡ୍‌ଲାଇନ୍‌।

ଏଇଠି କ୍ଲିକ୍‌ କରନ୍ତୁ 

http://odishatime.com/wp-content/uploads/2020/04/LOCKDOWN-Guidelines.pdf

Leave a Reply

Your email address will not be published.