ଆସିଗଲା ଫଳାଫଳ, ଜାଣନ୍ତୁ କିଏ ହେଲେ ଆପଣଙ୍କ ବିଧାୟକ

ଭୁବନେଶ୍ଵର, (ଓଟି): ଓଡ଼ିଶା ବିଧାନସଭା ନିର୍ବାଚନର ସମ୍ପୂଣ୍ଣ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ବିଜେଡି ସମୁଦାୟ ୧୧୨ ଆସନରେ ବିଜୟ ଲାଭ କରିଛି। ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୩ ରହିବ। କଂଗ୍ରେସ ଏଥର ମାତ୍ର ୯ଟି ଆସନରେ ସୀମିତ ରହିବ। ଏଥର ମୁଖ୍ୟ ବିରୋଧୀ ଦଳ ଭାବେ ବିଧାନସଭାରେ ବିଜେପି ଉପସ୍ଥିତ ହେବ।

ଅନ୍ୟ ଦୁଇ ଆସନରୁ ସିପିଏମ୍‌ ଗୋଟିଏ, ଯାହା ବଣାଇ ଆସନରେ ସୀମିତ ରହିଛି। ଏବଂ ଅନ୍ୟ ଜଣେ ନିର୍ଦଳୀୟ ଏଥର ବିଜୟ ଲାଭ କରିଛନ୍ତି।


କେଉଁ ଆସନକିଏ ଜିତିଲେଦଳକାହାଠୁଦଳକେତେ ସଂଖ୍ୟା
ଆନନ୍ଦପୁରଭାଗିରଥି ସେଠୀ ବିଜେଡିଜୟଦେବ ଜେନା କଂଗ୍ରେସ୪୪୧୯୩
ଅନୁଗୁଳରଜନୀକାନ୍ତ ସିଂହବିଜେଡିପ୍ରତାପ ଚନ୍ଦ୍ର ପ୍ରଧାନବିଜେପି୮୮୨୩
ଆସ୍କାମଞ୍ଜଳା ସ୍ଵାଇଁବିଜେଡିଦେବରାଜ ମହାନ୍ତିବିଜେପି୨୭୨୩୩
ଆଠଗଡ଼ରଣେନ୍ଦ୍ର ପ୍ରତାପ ସ୍ଵାଇଁବିଜେଡିବ୍ରଜେନ୍ଦ୍ର କୁମାର ରାୟବିଜେପି୫୭୯୯୫
ଆଠମଲ୍ଲିକରମେଶ ଚନ୍ଦ୍ର ସାଇବିଜେଡିଭାଗିରଥୀ ପ୍ରଧାନବିଜେପି୪୭୧୮୪
ଅତାବିରାସ୍ନେହାଙ୍ଗିନୀ ଛୁରିଆବିଜେଡିମିଲନ ସେଠବିଜେପି୨୨୩୯୬
ଆଳିପ୍ରତାପ କେଶରୀ ଦେବବିଜେଡିଦେବେନ୍ଦ୍ର ଶର୍ମାକଂଗ୍ରେସ୫୫୬୦୧
ବଡ଼ସାହିସନାତନ ବିଜୁଳିବିଜେପିବୃନ୍ଦାବନ ଦାସବିଜେଡି୧୧୧୧୯
ବାଲେଶ୍ଵରମଦନ ମୋହନ ଦତ୍ତବିଜେପିଜୀବନ ପ୍ରଦୀପ ଦାଶବିଜେଡି୧୩୪୦୪
ବାଲିଗୁଡ଼ାଚକ୍ରମଣି କଅଁରବିଜେଡିସିମନ୍‌ ମଲ୍ଲିକକଂଗ୍ରେସ୬୯୧୦
ବାଲିକୁଦା-ଏରସମାରଘୁନନ୍ଦନ ଦାସବିଜେଡି ଲଲାଟେନ୍ଦୁ ମହାପାତ୍ରକଂଗ୍ରେସ୫୪୫୮୩
ବାଙ୍ଗିରିପୋଷୀସୁଦାମ ମାରାଣ୍ଡିବିଜେଡିସୁଗୁଡ଼ା ମୁର୍ମୁବିଜେପି୧୧୮୪୪
ବାଙ୍କିଦେବୀରଞ୍ଜନ ତ୍ରିପାଠୀବିଜେଡିଦେବାଶୀଷ ପଟ୍ଟନାୟକ କଂଗ୍ରେସ୨୪୧୧୮
ବାରବାଟୀ କଟକମହମ୍ମଦ ମୋକିମ୍‌କଂଗ୍ରେସଦେବାଶୀଷ ସାମନ୍ତରାୟବିଜେଡି୩୮୨୭
ବଡ଼ମ୍ବାଦେବୀପ୍ରସାଦ ମିଶ୍ରବିଜେଡିବିଜୟକୁମାର ଦଳବେହେରାବିଜେପି୧୮୦୧୯
ବଡ଼ଚଣାଅମର ଶତପଥୀବିଜେଡିଅମର କୁମାର ନାୟକବିଜେପି୧୪୮୫
ବରଗଡ଼ଦେବେଶ ଆଚାର୍ଯ୍ୟବିଜେଡିଅଶ୍ଵିନୀ କୁମାର ଷଡ଼ଙ୍ଗୀବିଜେପି୮୪୫୨
ବରିସୁନନ୍ଦା ଦାସବିଜେଡିବିଶ୍ଵରଞ୍ଜନ ମଲ୍ଲିକବିଜେପି୪୦୬୨
ବାରିପଦାପ୍ରକାଶ ସୋରେନ୍‌ବିଜେପିସରୋଜିନୀ ହେମ୍ବ୍ରମ୍‌ବିଜେଡି୧୯୪୧୧
ବସ୍ତାନିତ୍ୟାନନ୍ଦ ସାହୁବିଜେଡିବିଜନ ନାୟକକଂଗ୍ରେସ୧୨୨୫୫
ବାସୁଦେବପୁରବିଷ୍ଣୁବ୍ରତ ରାଉତରାୟବିଜେଡିଅଶୋକ କୁମାର ଦାସକଂଗ୍ରେସ୯୫୮୧
ବେଗୁନିଆରାଜେନ୍ଦ୍ରକୁମାର ସାହୁବିଜେଡିପ୍ରଦୀପ କୁମାର ସାହୁକଂଗ୍ରେସ୨୦୦୪୮
ବ୍ରହ୍ମପୁରବିକ୍ରମ କୁମାର ପଣ୍ଡାବିଜେଡିକାହ୍ନୁଚରଣ ପତିବିଜେପି୩୫୪୮୪
ଭଦ୍ରକସଞ୍ଜୀବ କୁମାର ମଲ୍ଲିକବିଜେଡିଡ. ପ୍ରଦୀପ କୁମାର ନାୟକବିଜେପି୩୩୩୮୯
ଭଣ୍ଡାରୀପୋଖରୀପ୍ରଫୁଲ୍ଲ ସାମଲ ବିଜେଡିନିରଞ୍ଜନ ପଟ୍ଟନାୟକ କଂଗ୍ରେସ୮୮୫୯
ଭଞ୍ଜନଗରବିକ୍ରମ କେଶରୀ ଆରୁଖବିଜେଡିପ୍ରଦ୍ୟୁମ୍ନକୁମାର ନାୟକବିଜେପି୯୧୦୩
ଭଟଲୀସୁଶାନ୍ତ ସିଂହବିଜେଡିଇରାଶୀଷ ଆଚାର୍ଯ୍ୟ ବିଜେପି୨୩୨୩୨
ଭବାନୀପାଟଣାପ୍ରଦୀପ୍ତ କୁମାର ନାୟକବିଜେପିଦୁସ୍ମନ୍ତକୁମାର ନାୟକବିଜେଡି୪୬୮୪
ଭୋଗରାଇଅନନ୍ତ ଦାସବିଜେଡିସତ୍ୟଶିବ ଦାସକଂଗ୍ରେସ୧୬୮୭୫
ଭୁବନେଶ୍ଵର ମଧ୍ୟଅନନ୍ତ ନାରାୟଣ ଜେନାବିଜେଡି ଜଗନ୍ନାଥ ପ୍ରଧାନବିଜେପି୧୧୪୪୨
ଭୁବନେଶ୍ଵର ଉତ୍ତରସୁଶାନ୍ତ କୁମାର ରାଉତ ବିଜେଡି ଅପରାଜିତା ମହାନ୍ତିବିଜେପି୨୫୪୧୪
ବିଜେପୁରନବୀନ ପଟ୍ଟନାୟକବିଜେଡିସନତ କୁମାର ଗଡ଼ତିଆବିଜେପି୫୭୧୨୧
ବିଞ୍ଝାରପୁରପ୍ରମିଳା ମଲ୍ଲିକବିଜେଡିବବିତା ମଲ୍ଲିକବିଜେପି୨୧୨୨୬
ବୀରମିତ୍ରପୁରଶଙ୍କର ଓରାମବିଜେପିମାଖ୍‌ଲୁ ଏକ୍କାବିଜେଡି୧୬୩୫୧
ବୀରମହାରାଜପୁରପଦ୍ମନାଭ ବେହେରାବିଜେଡିରଘୁନାଥ ଜଗଦଳାବିଜେପି୧୩୦୫୭
ବିସମ କଟକଜଗନ୍ନାଥ ସରକାବିଜେଡିନୀଳମାଧବ ହିକକା କଂଗ୍ରେସକଂଗ୍ରେସ୧୩୩୩୨
ବଲାଙ୍ଗୀରନରସିଂହ ମିଶ୍ରକଂଗ୍ରେସଅର୍କେଶ ନାରାୟଣ ସିଂହଦେଓ ବିଜେଡି୫୩୪୧
ବଣାଇଲକ୍ଷ୍ମଣ ମୁଣ୍ଡାପିପିଏମ୍‌ରଣଜିତ କିଶାନ୍‌।ବିଜେଡି୧୨୦୩୦
ବୌଦ୍ଧପ୍ରଦୀପ କୁମାର ଅମାତବିଜେଡିସୁଶାନ୍ତ କୁମାର ପ୍ରଧାନବିଜେପି୧୦୪୪୮
ବ୍ରଜରାଜ ନଗରକିଶୋର ମହାନ୍ତିବିଜେଡିରାଧାରାଣୀ ପଣ୍ଡାବିଜେପି୧୧୬୩୪
ବ୍ରହ୍ମଗିରିଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରବିଜେପିସଞ୍ଜୟ କୁମାର ଦାସବର୍ମାବିଜେଡି୨୧୩୦
ଚମ୍ପୁଆମୀନାକ୍ଷୀ ମହନ୍ତବିଜେଡିମୁରଲୀ ମନୋହର ଶର୍ମାବିଜେପି୨୬୪୦୮
ଚାନ୍ଦବାଲିବ୍ୟୋମକେଶ ରାୟବିଜେଡିମନମୋହନ ସାମଲବିଜେପି୮୦୮୦
ଛତ୍ରପୁରସୁବାସ ଚନ୍ଦ୍ର ବେହେରାବିଜେଡିପ୍ରଶାନ୍ତ କୁମାର କରବିଜେପି୨୧୦୫୧
ଛେଣ୍ଡିପଦାସୁଶାନ୍ତ କୁମାର ବେହେରାବିଜେଡି ଅଗସ୍ତି ବେହେରା ବିଜେପି୬୭୭୯୪
ଚିକିଟିଉଷାଦେବୀବିଜେଡିମନୋରଞ୍ଜନ ଦ୍ୟାନ ସାମନ୍ତରାୟବିଜେପି୨୦୬୩୫
ଚିଲିୀକା ପ୍ରଶାନ୍ତ କୁମାର ଜଗଦ୍ଦେବବିଜେଡିପୃଥ୍ବୀରାଜ ହରିଚନ୍ଦନବିଜେପି୧୦୮୫୬
ଚୌଦ୍ଵାର କଟକସୌଭିକ ବିଶ୍ଵାଳବିଜେଡିନୟନ କିଶୋର ମହାନ୍ତିବିଜେପି୨୧୫୮୪
କଟକ ସଦରଚନ୍ଦ୍ର ସାରଥୀ ବେହେରାବିଜେଡିଦିଲ୍ଲୀପକୁମାର ମଲ୍ଲିକବିଜେପି୨୬୦୭୯
ଡାବୁଗାଁମନୋହର ରାନ୍ଧାରୀବିଜେଡିଭୁଜବଳ ମାଝିକଂଗ୍ରେସ୭୩୬୩
ଦଶପଲ୍ଲାରମେଶ ଚନ୍ଦ୍ର ବେହେରାବିଜେଡିପୂଣ୍ଣଚନ୍ଦ୍ର ନାୟକବିଜେପି୩୫୨୯୧
ଦେବଗଡ଼ସୁବାସ ଚନ୍ଦ୍ର ପାଣିଗ୍ରାହୀବିଜେପିରୋମାଞ୍ଚ ରଞ୍ଜନ ବିଶ୍ଵାଳବିଜେଡି୭୧୦୬
ଧାମନଗରବିଷ୍ଣୁଚରଣ ସେଠୀବିଜେପିରାଜେନ୍ଦ୍ର କୁମାର ଦାସବିଜେଡି୪୬୨୫
ଧର୍ମଶାଳାପ୍ରଣବ ବଳବନ୍ତରାୟବିଜେଡିରମେଶ ଚନ୍ଦ୍ର ପରିଡ଼ାବିଜେପି୫୨୭୩୯
ଧର୍ମଗଡ଼ମୌଷଧୀ ବାଗବିଜେଡିଅନନ୍ତ ପ୍ରତାପ ଦେଓବିଜେପି୧୬୦୯୮
ଡେଙ୍କାନାଳସୁଧୀର କୁମାର ସାମଲବିଜେଡିକୃଷ୍ଣଚନ୍ଦ୍ର ପତ୍ରେ ବିଜେପି୨୦୬୪୦
ଦିଗ ପହଣ୍ଡିସୂର୍ଯ୍ୟ ନାରାୟଣ ପାତ୍ରବିଜେଡିପିଙ୍କି ପ୍ରଧାନ ବିଜେପି୪୦୪୫୨
ଏକାମ୍ର ଭୁବନେଶ୍ଵରଅଶୋକ ଚନ୍ଦ୍ର ପଣ୍ଡାବିଜେଡିବାବୁ ସିଂବିଜେପି୨୮୬୫୭
ଜି ଉଦୟଗିରିସାଲୁଗା ପ୍ରଧାନବିଜେଡିଶ୍ୟାମଘନ ପ୍ରଧାନକଂଗ୍ରେସ୧୧୨୬୧
ଘସିପୁରାବଦ୍ରିନାରାୟଣ ପାତ୍ରବିଜେଡି ନିରଞ୍ଜନ ପଟ୍ଟନାୟକକଂଗ୍ରେସ୩୨୬୮୮
ଗୋପାଳପୁରଡ. ପ୍ରଦୀପ ପାଣିଗ୍ରାହୀବିଜେଡିବିଭୁତି ଭୂଷଣ ଜେନାବିଜେପି୨୬୭୩
ଗୁଣୁପୁରରଘୁନାଥ ଗମାଙ୍ଗବିଜେଡିପୁରୁଷୋତ୍ତମ ଗମାଙ୍ଗକଂଗ୍ରେସ୬୨୭୦
ହିନ୍ଦୋଳସୀମାରାଣୀ ନାୟକ ବିଜେଡି ଅଶୋକ କୁମାର ନା୍ରକ ବିଜେପି୧୮୯୦୫
ହିଞ୍ଜିଳିନବୀନ ପଟ୍ଟନାୟକବିଜେଡି ପୀତାମ୍ବର ଆଚାର୍ଯ୍ୟବିଜେପି୬୦୧୬୦
ଜଗତସିଂହପୁରପ୍ରଶାନ୍ତ ମୁଦୁଲିବିଜେଡିଚିରଞ୍ଜିବୀ ବିଶ୍ଵାଳ କଂଗ୍ରେସ୮୬୪୨
ଯାଜପୁରପ୍ରଣବ ପ୍ରକାଶ ଦାସବିଜେଡିଗୌତମ ରାୟ ବିଜେପି୪୦୬୫୬
ଜଳେଶ୍ଵରଅଶ୍ଵିନୀ କୁମାର ପାତ୍ର ବିଜେଡିଜୟନାରାୟଣ ମାହାନ୍ତିବିଜେପି୩୫୪୪୩
ଯଶୀପୁରଗଣେଶ ରାମ ସିଂ ଖୁଣ୍ଟିଆବିଜେପିଗୋଲକବିହାରୀ ନାୟକବିଜେଡି୮୫୫୨
ଜଟଣୀ ସୁରେଶ କୁମାର ରାଉତରାୟକଂଗ୍ରେସବିଭୁତି ବଳବନ୍ତରାୟବିଜେଡି୭୫୨୨
ଜୟଦେବଅରବିନ୍ଦ ଢାଲିବିଜେଡିନବକିଶୋର ମଲ୍ଲିକସ୍ଵାଧୀନ୧୮୭୦୦
ଜୟପୁରତାରାପ୍ରସାଦ ବାହିନୀପତିକଂଗ୍ରେସରବିନାରାୟଣ ନନ୍ଦବିଜେଡି୫୪୫୧
ଝରିଗ୍ରାମପ୍ରକାଶ ଚନ୍ଦ୍ର ମାଝିବିଜେଡିଉଳଧର ମାଝିକଂଗ୍ରେସ୩୧୩୭୦
ଝାରସୁଗୁଡ଼ାନବକିଶୋର ଦାସବିଜେଡିଦିନେଶ କୁମାର ଜୈନବିଜେପି୪୫୬୯୯
ଜୁନାଗଡ଼ଦିବ୍ୟଶଙ୍କର ମିଶ୍ର ବିଜେଡିମନୋଜ କୁମାର ମେହେର ବିଜେପି୨୭୮୫୯
କବିସୂର୍ଯ୍ୟନଗରଲତିକା ପ୍ରଧାନବିଜେଡି ରଞ୍ଜନ ମଲାଇବିଜେପି୪୯୦୨୮
କାକଟପୁର ତୁଷାରକାନ୍ତୀ ବେହେରାବିଜେଡି ବିଶ୍ଵଭୂଷଣ ଦାସକଂଗ୍ରେସ୪୫୬୯୧
କାମାକ୍ଷା ନଗର ପ୍ରଫୁଲ୍ଲ କୁମାର ମଲ୍ଲିକବିଜେଡି ଶତ୍ରୁଘ୍ନ ଜେନାବିଜେପି୧୬୫୦୯
କଣ୍ଟାବାଞ୍ଜିସନ୍ତୋଷ ସିଂହ ସାଲୁଜାକଂଗ୍ରେସଲକ୍ଷ୍ମଣ ବାଗ୍‌ବିଜେପି୨୬
କଣ୍ଟାମାଳମହୀଧର ରଣାବିଜେଡିକହ୍ନାଇ ଚରଣ ଡାଙ୍ଗବିଜେପି୩୬୫୦
କରଞ୍ଜିଆବାସନ୍ତୀ ହେମ୍ବ୍ରମ୍‌ବିଜେଡିପଦ୍ମଚରଣ ହହାଇବ୍ରୁ ବିଜେପି୮୭୬୩
କେନ୍ଦ୍ରାପଡ଼ାଶଶୀଭୂଷଣ ବେହେରାବିଜେଡିଗଣେଶ୍ଵର ବେହେରାକଂଗ୍ରେସ୬୩୨୦
କେଉଁଝରମୋହନ ଚନ୍ଦ୍ର ମାଝିବିଜେପିମାଧବ ସର୍ଦାରବିଜେଡି୧୧୨୪
ଖଲିକୋଟସୂର୍ଯ୍ୟମଣୀ ବୈଦ୍ୟବିଜେଡି ଭାରତୀ ବେହରାବିଜେପି୪୧୫୪୫
ଖଣ୍ଡପଡ଼ାସୌମ୍ୟରଞ୍ଜନ ପଟ୍ଟନାୟକବିଜେଡିଦୁଷ୍ମନ୍ତ କୁମାର ସ୍ଵାଇଁସ୍ଵାଧୀନ୮୧୪୩୦
ଖରିଆରଅଧିରାଜ ମୋହନ ପାଣିଗ୍ରାହୀକଂଗ୍ରେସଲମ୍ବୋଦର ନିଆଲ ବିଜେଡି୨୮୫୭
ଖୋଦ୍ଧାଜ୍ୟୋତିନ୍ଦ୍ରନାଥ ମିତ୍ର ବିଜେଡିକାଳୁଚରଣ ଖଣ୍ଡା୍ରୟତ ରାୟ ବିଜେଡି୧୦୦୪୩
କୋରେଇଅଶୋକ କୁମାର ବଳବିଜେଡି ବିଶ୍ଵଜିତ ନା୍ରକ ବିଜେପି୩୦୭୨୪
କୋଟପାଡ଼ପଦ୍ମିନୀ ଦିଆନବିଜେଡି ଚନ୍ଦ୍ରଶେଖର ମାଝିକଂଗ୍ରେସ୨୬୩୧
କୁଚିଣ୍ଡା କିଶୋରଚନ୍ଦ୍ର ନାୟକବିଜେଡିରବିନାରାୟଣ ନାୟକବିଜେପି୩୫୦୮
ଲାଞ୍ଜିଗଡ଼ପ୍ରଦୀପ କୁମାର ଦିଶାରୀବିଜେଡିସିବାଜୀ ମାଝି କଂଗ୍ରେସ୧୪୩୦୮
ଲକ୍ଷ୍ମୀପୁରପ୍ରଭୁଜାନୀବିଜେଡି କୈଳାସଚନ୍ଦ୍ର କୁଳେସିକାକଂଗ୍ରେସ୨୨୯
ଲୁଇସିଂହାମୁକେଶ ମହାଲିଙ୍ଗବିଜେପିପ୍ରଦୀପ କୁମାର ବେହେରାବିଜେଡି୧୩୬୬୮
ମହାକାଳପଡ଼ାଅତନୁ ସବ୍ୟସାଚୀ ନାୟକବିଜେଡିବିଜୟ ପ୍ରଧାନବିଜେପି୧୫୬୬୩
ମାଲକାନଗିରିଆଦିତ୍ୟ ମାଢ଼ିବିଜେପିମାଲାମାଢ଼ିକଂଗ୍ରେସ୨୫୫୬୯
ମୋହନାଦାଶରଥି ଗମାଙ୍ଗକଂଗ୍ରେସ ପୂଣ୍ଣବାସୀ ନାୟକବିଜେଡି୨୩୫୪
ମୋରଡ଼ାରାଜକିଶୋର ଦାସବିଜେଡିଡ. କୃଷ୍ଣଚନ୍ଦ୍ର ମହାପାତ୍ରବିଜେପି୬୭୦୪
ନବରଙ୍ଗପୁରସଦାଶୀବ ପ୍ରଧାନୀବିଜେଡିଗୌରୀଶଙ୍କକର ମାଝିବିଜେପି୬୮୭୮
ନର୍ଲାଭୂପିନ୍ଦର ସିଂହବିଜେଡିଅନିରୁଦ୍ଧ ପ୍ରଧାନବିଜେପି୯୦୨୦
ନୟାଗଡ଼ଅରୁଣ କୁମାର ସାହୁବିଜେଡିଇରାନୀ ରାୟ ବିଜେପି୧୪୮୫୫
ନିଆଳିପ୍ରମୋଦ କୁମାର ମଲ୍ଲିକବିଜେଡିଛବି ମଲ୍ଲିକବିଜେପି୨୭୭୦୩
ନିଳଗିରିସୁକାନ୍ତ କୁମାର ନାୟକବିଜେପିସନ୍ତୋଷ ଖଟୁଆବିଜେଡି୧୫୭୭
ନିମାପଡ଼ାସମୀର ରଞ୍ଜନ ଦାଶବିଜେଡିପ୍ରଭାତୀ ପରିଡ଼ାବିଜେପି୩୨୦୦୮
ନୂଆପଡ଼ାରାଜେନ୍ଦ୍ର ଢେଲକିଆବିଜେଡିଘାସିରାମ ମାଝିକଂଗ୍ରେସ୨୦୩୩୦
ପଦ୍ମପୁରବିଜୟ ରଞ୍ଜନ ସିଂହ ବରିଆବିଜେଡିପ୍ରଦୀପ ପୂରୋହିତବିଜେପି୫୭୩୪
ପାଲଲହଡ଼ାମୁକେଶ କୁମାର ପାଲବିଜେଡିଅଶୋକ ମହାନ୍ତିବିଜେପି୬୨୧୪
ପାରାଦୀପସମ୍ବିତ ରାଉତରାୟବିଜେଡିଅରିନ୍ଦମ ସରଖେଲ୍‌କଂଗ୍ରେସ୨୦୯୯୨
ପାରଳାଖେମୁଣ୍ଡିକେ ନାରାୟଣ ରାଓବିଜେଡି ତିରୁପତି ପାଣିଗ୍ରାହୀସ୍ଵାଧୀନ୧୫୩୩୫
ପରଜଙ୍ଗନୃସିହ ଚରଣ ସାହୁବିଜେଡିବିଭୂତି ଭୂଷଣ ପ୍ରଧାନବିଜେପି୭୪୦
ପାଟଣାଜଗନ୍ନାଥ ନାୟକବିଜେଡିଭବାନୀ ଶଙ୍କର ନାୟକବିଜେପି୭୭୯୬
ପାଟଣାଗଡ଼ସରୋଜ ମେହେରବିଜେଡିକନକ ବର୍ଦ୍ଧନ ସିଂହଦେଓବିଜେପି୧୧୦୨୮
ଫୁଲବାଣୀଅଙ୍ଗଦ କଅଁରବିଜେଡିଦେବନାରାୟଣ ପ୍ରଧାନ ବିଜେପି୨୪୪୧୬
ପିପିଲିପ୍ରଦୀପ ମହାରଥୀବିଜେଡିଆଶ୍ରିତ ପଟ୍ଟନାୟକଳବିଜେପି୧୫୭୮୭
ପୋଲସରାଶ୍ରୀକାନ୍ତ ସାହୁବିଜେଡିଗୋକୁଳାନନ୍ଦ ମଲ୍ଲିକବିଜେପି୧୨୭୩୯
ପଟ୍ଟାଙ୍ଗୀପୀତମ୍‌ ପାଢ଼ିବିଜେଡିରାମଚନ୍ଦ୍ର କାଡ଼ାମକଂଗ୍ରେସ୪୨୫୫
ପୁରୀଜୟନ୍ତ କୁମାର ଷଡ଼ଙ୍ଗୀବିଜେପିମହେଶ୍ଵର ମହାନ୍ତି ବିଜେଡି୪୦୦୮
ରଘୁନାଥ ପଲ୍ଲୀସୁବ୍ରତ ତରାଇବିଜେଡିଜଗବନ୍ଧୁ ବେହେରାବିଜେପି୪୬୮୪
ରେଢ଼ାଖୋଲରୋହିତ ପୂଜାରୀବିଜେଡିବିଜେଡିଆସାଫ ଅଲ୍ଲୀ ଖାନ୍‌କଂଗ୍ରେସ୧୪୬୩୨
ରାଇରଙ୍ଗପୁରନବଚରଣ ମାଝିବିଜେପିବସନ୍ତ ମାରାଣ୍ଡିବିଜେଡି୨୮୪୭
ରାଜନଗରଧ୍ରୁବଚରଣ ସାହୁବିଜେଡିଅଂଶୁମାନ ମହାନ୍ତିକଂଗ୍ରେସ୧୮୪୦୮
ରାଜଗାଙ୍ଗପୁରସିଏସ୍‌ ରାଜୀନ ଏକାକଂଗ୍ରେସମଙ୍ଗଳା କିସାନ୍‌ବିଜେଡି୯୪୬
ରଣପୁରସତ୍ୟନାରାୟଣ ପ୍ରଧାନବିଜେଡିସୁରମା ପାଢ଼ିବିଜେପି୪୨୫୧
ରାୟଗଡ଼ାମକରନ୍ଦ ମୁଦୁଲିସ୍ଵାଧୀନଲାଲ ବିହାରୀ ହିମିରିକାବିଜେଡି୪୮୭୦
ରେମୁଣାସୁଧାଂଶୁ ଶେଖର ପରିଡ଼ାବିଜେଡିଗୋବିନ୍ଦ ଚରଣ ଦାସବିଜେପି୪୧୧୮
ରେଙ୍ଗାଳୀନନାଉରୀ ନାୟକ ବିଜେପିରିନା ତନ୍ତୀବିଜେଡି୬୭୪୩
ରାଉରକେଲାଶାରଦା ପ୍ରସାଦ ନାୟକବିଜେଡିନିହାର ରାୟବିଜେପି୧୦୪୬୦
ସାଲେପୁରପ୍ରଶାନ୍ତ ବେହେରାବିଜେଡିପ୍ରକାଶ ବେହେରାବିଜେପି୩୨୨୧୦
ସମ୍ବଲପୁରଜୟନାରାୟଣ ମିଶ୍ରବିଜେପିରାସେଶ୍ଵରୀ ପାଣିଗ୍ରାହୀବିଜେଡି୪୩୮୦
ସାନଖେମୁଣ୍ଡିରମେଶଚନ୍ଦ୍ର ଜେନାକଂଗ୍ରେସନନ୍ଦିନୀ ଦେବୀବିଜେଡି୨୩୭୨୭
ସାରସକଣାବିଧାନ ମୁର୍ମୁବିଜେପିଅମର ସିଂହ ଟୁଡୁବିଜେଡି୬୮୧୩
ସତ୍ୟବାଦୀଉମାକାନ୍ତ ସାମନ୍ତରାୟବିଜେଡିଓମ୍‌ପ୍ରକାଶ ମିଶ୍ରବିଜେପି୧୭୮୧୨
ସିମୁଳିଆଜ୍ୟୋତିପ୍ରକାଶ ପାଣିଗ୍ରାହୀବିଜେଡିପଦ୍ମଲୋଚନ ପଣ୍ଡା ବିଜେପି୧୪୯୫୯
ସୋନପୁରନିରଞ୍ଜନ ପୂଜାରୀବିଜେଡିଅଶୋକ ପୂଜାରୀବିଜେପି୨୫୭୨୬
ସୋରୋପର୍ଶୁରାମ ଧଡ଼ାବିଜେଡିରାକେଶ କୁମାର ମଲ୍ଲିକବିଜେପି୪୯୩୬
ସୁକିନ୍ଦାପ୍ରୀତିରଞ୍ଜନ ଘଡ଼ାଇବିଜେଡିପ୍ରଦୀପ ବଳସାମ୍ନ୍ତବିଜେପି୧୬୭୩୦
ସୁନ୍ଦରଗଡ଼କୁସୁମ ଟେଟେବିଜେପିଯୋଗେଶ କୁମାର ସିଂହବିଜେଡି୭୩୬୪
ସୋରଡ଼ାପୂଣ୍ଣଚନ୍ଦ୍ର ସ୍ଵାଇଁବିଜେଡିନିଳମଣି ବିଶୋଇବିଜେପି୧୩୯୯୬
ତାଳଚେରବ୍ରଜକିଶୋର ପ୍ରଧାନବିଜେଡିକାଳନ୍ଦୀ ଚରଣ ସାମଲବିଜେପି୨୪୧୦୨
ତାଳସରାଭବାନୀଶଙ୍କର ଭୋଇବିଜେପିଷ୍ଟିଫେନ୍‌ ୱିଲ୍‌ସନ୍‌ ସୋରେଙ୍ଗବିଜେଡି୧୬୧୮୮
ତେଲକୋଇପ୍ରେମାନନ୍ଦ ନାୟକବିଜେଡିଧନୁର୍ଜୟ ସିଦ୍ଧୁବିଜେପି୫୯୨୦
ତିର୍ତ୍ତୋଲ ବିଷ୍ଣୁଚରଣ ଦାସବିଜେଡିରାମାକାନ୍ତ ଭୋଇବିଜେପି୪୦୩୮୬
ଟିଟିଲାଗଡ଼ଟୁକୁନି ସାହୁବିଜେଡିସୁରେନ୍ଦ୍ର ସିଂହ ଭୋଇକଂଗ୍ରେସ୧୯୫୮୭
ଉଦଳାଭାସ୍କର ମଢ଼େଇବିଜେପିଶ୍ରୀନାଥ ସୋରେନ୍‌ବିଜେଡି୧୪୩୩
ଉମରକୋଟ୍‌ନିତ୍ୟାନନ୍ଦ ଗଣ୍ଡବିଜେପିସୁବାସ ଗଣ୍ଡବିଜେଡି୯୯୨୨

ଏଇଠି କ୍ଲିକ୍‌ କରନ୍ତୁ ସମ୍ପୂଣ୍ର୍ଣ ତାଲିକା ପାଇଁ। ନିର୍ବାଚନ କମିଶନଙ୍କ ପାଖରୁ ମିଳିଥିବା ତଥ୍ୟକୁ ଆଧାର କରି ଓଡ଼ିଶା ଟାଇମ୍‌ ପକ୍ଷରୁ ଏହି ତାଲିକା ଉପସ୍ଥାପନ କରାଯାଉଛି।

http://odishatime.com/wp-content/uploads/2019/05/ODISHA-ASSEMBLY-RESULTS-2019_FINAL.pdf

Leave a Reply

Your email address will not be published. Required fields are marked *