ଲୋକସଭା ଫଳାଫଳ: ଓଡ଼ିଶାରୁ କିଏ ଜିତିଲେ କାହାଠୁ ଜାଣନ୍ତୁ

ଭୁବନେଶ୍ଵର, (ଓଟି): ସକାଳ ୧୦ଟା ସୁଦ୍ଧା ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନରୁ ବିାଜେଡି ଆଗୁଆ ରହିଛି। zାରତୀୟ ଜନତା ପାର୍ଟି ସମୁଦାୟ ୫ଟି ଆସନରେ ବିଜେତା ଘୋଷଣା ହୋଇଚି। ଆଉ ତିନୋଟଇ ଆସନରେ ଆଗୁଆ ରହିଛି।

ଠିକ୍‌ ସେହିପରି ବିଜେଡି ୧୦ଟି ଆସନରେ ବିଜେତା ଘୋଷଣା ହୋଇଛି। ଆଉ ୨ଟିରେ ଆଗୁଆ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ୨୦ ଆସନରେ ବିଜିତ ହୋଇଥିଲା।

ଏଥର କଂଗ୍ରେସ ସଡ଼ିଶାରେ ଲୋକସଭା ପାଇଁ ଖାତା ଖୋଲି ଲୋକସଭାରେ ନିଜ ସ୍ଥିତି ରଖିବ। ରାୟଗଡ଼ା ଆସନରୁ ସପ୍ତଗିରି ଉଲାକା ବିଜିତ ଘୋଷଣା ହୋଇଛନ୍ତି।

ଆସନ୍ତୁ ନଜର ପକାଇବା ଓଡ଼ିଶା କେଉଁ ଆସନରୁ କିଏ କେତେ ଭୋଟ୍‌ରେ ଆଗୁଆ ବି ବିଜିତ ରହିଛନ୍ତି।

http://odishatime.com/wp-content/uploads/2019/05/Loksabha-Results-Odisha-2019.pdf

Leave a Reply

Your email address will not be published.