ଖିମ୍‍ଜୀର ଦୀପାବଳି ଉପହାର: ସୁନା ଦରରେ ୫.୪% ଛାଡ଼

ଭୁବନେଶ୍ୱର, (ଓଟି): ଦିପାବଳୀ ଏବଂ ଧନତେରାସକୁ ପାଳନ କରିବା ପାଇଁ ଖିମଜୀ ତରଫରୁ ଏକାଧିକ ସୁନା ଗହଣା ଉପରେ ୫.୪% ଫ୍ଲାଟ୍ ଛାଡ ଘୋଷଣା କରାଯାଇଛି । ସେହିପରି ହୀରା ଉପରେ ଫ୍ଲାଟ୍ ୨୦% ଏବଂ ରୂପାଗହଣାର ଗଢା ମଜୁରୀ ୫୦% ଫ୍ଲାଟ୍ ଛାଡ ଦେଉଛି । ଏହାବାଦ ୯୯୯ ପରି ସ୍କିମ୍ରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ମୁଦ୍ରା ସହିତ ବାୟ ବ୍ୟାକ୍ ଗ୍ୟାରେଂଟି ମଧ୍ୟ ଉପଲବ୍ଧ ରହିଥିବା ଖିମ୍‍ଜୀ ଜେ୍‍ବଲେରୀ ପକ୍ଷରୁ କୁହାଯାଇଛି ।
ଧନତେରାସରୁ ଦୀପାବଳୀର ଆରମ୍ଭ ହୋଇଥାଏ । ଧନତେରାସ ଶବ୍ଦ ଦୁଇଟି ଶବ୍ଦର ମିଳନରୁ ଗଠିତ । ଧନ୍ ର ଅର୍ଥ ହେଉଛି ସମ୍ପତି ଆଉ “ତେରାସ”୍ ର ଅର୍ଥ ହେଉଛି କାର୍ତ୍ତିକମାସର କୃଷ୍ଣପକ୍ଷର ୧୩ତମ ଦିବସ ।
ଏହି ଧନର ପର୍ବରେ ବିଶ୍ୱର ଭଣ୍ଡାର ରକ୍ଷକ ମା’ ଲକ୍ଷ୍ମୀଙ୍କର ପୂଜା ଶ୍ରଦ୍ଧାଳୁମାନଙ୍କ ଦ୍ୱାରା କରାଯାଏ ।ଏହା ବିଶ୍ୱାସ କରାଯାଏ ଯେ ଯେତେବେଳେ ଜଣେ ସୁନା, ଧାତୁ କିମ୍ବା ସେହିପରି କିଛି ମୂଲ୍ୟବାନ ଜିନିଷ ଏହି ଦିନ କିଣେ ସେତେବେଳେ ସେ ପ୍ରଭୂତଭାବେ ଲାଭବାନ ହୋଇଥାଏ କାରଣ ଏହା ମା ଲକ୍ଷ୍ମୀଙ୍କର ଆଗମନର କାରଣ ହୋଇଥାଏ ।

One thought on “ଖିମ୍‍ଜୀର ଦୀପାବଳି ଉପହାର: ସୁନା ଦରରେ ୫.୪% ଛାଡ଼

  1. I want to send report FM Jajpur Bari.
    I had 6yrs exp in web journalism.
    Completed Pgjmc after Bsc
    Worked in Odishabarta web portal, metro TV, etv block informer.
    Su

Leave a Reply

Your email address will not be published.