Skip to content
  • ବର୍ତମାନ
  • ଅନୁଶୀଳନ
  • କର୍ପୋରେଟ‍୍‌
  • ରାଜନୀତି
  • ଲାଇଫ୍‍
  • ଧର୍ମ
  • ମିଡିଆ ଚର୍ଚ୍ଚା
  • ବ୍ୟକ୍ତିତ୍ୱ
  • ଫିଚର
  • ରାଶିଫଳ
  • ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା
  • facebook
  • twitter
Odisha Time

Odisha Time

Odisha News, Politics, Media | Odia News | Bhubaneswar

advt

  • ବର୍ତମାନ
  • ଅନୁଶୀଳନ
  • କର୍ପୋରେଟ‍୍‌
  • ରାଜନୀତି
  • ଲାଇଫ୍‍
  • ଧର୍ମ
  • ମିଡିଆ ଚର୍ଚ୍ଚା
  • ବ୍ୟକ୍ତିତ୍ୱ
  • ଫିଚର
  • ରାଶିଫଳ
  • ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ବର୍ତମାନ

ଅବତାରୀ ବନାମ ଅଶରୀରି…

ଛି ଛି ଛିରେ #NaNi ଛି…

Naba Das

ହେ ନବ…, ତୁମକୁ ନେଲା କିଏ !

ଆସନ୍ତା କାଲି ଓଡ଼ିଶା ଆସିବେ ରାଜନାଥ: ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ବିଜେପିର ଜନସମାବେଶ

ସୁପ୍ରିମକୋର୍ଟଙ୍କ ରାୟରେ ‘ରେଡ୍ ଲାଇନ୍’ କ’ଣ, ଯାହା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଚିନ୍ତାରେ ପକାଇବ?

ଖଟିଆର ମୂଲ୍ୟ ୧ଲକ୍ଷ ଟଙ୍କା

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିରେ କେତେ ପ୍ରଭାବ ପକାଇବ ?

ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ : ସୁପ୍ରିମକୋର୍ଟ

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ: ସୁପ୍ରିମକୋର୍ଟ

ଅବତାରୀ ବନାମ ଅଶରୀରି…

ଛି ଛି ଛିରେ #NaNi ଛି…

Naba Das

ହେ ନବ…, ତୁମକୁ ନେଲା କିଏ !

ଆସନ୍ତା କାଲି ଓଡ଼ିଶା ଆସିବେ ରାଜନାଥ: ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ବିଜେପିର ଜନସମାବେଶ

ସୁପ୍ରିମକୋର୍ଟଙ୍କ ରାୟରେ ‘ରେଡ୍ ଲାଇନ୍’ କ’ଣ, ଯାହା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଚିନ୍ତାରେ ପକାଇବ?

ଖଟିଆର ମୂଲ୍ୟ ୧ଲକ୍ଷ ଟଙ୍କା

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିରେ କେତେ ପ୍ରଭାବ ପକାଇବ ?

ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ : ସୁପ୍ରିମକୋର୍ଟ

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ: ସୁପ୍ରିମକୋର୍ଟ

Tuesday, March 25, 2025
3:50:29 AM
ବର୍ତମାନ

#covid19: ଜୁନ୍‌ ୩୦କୁ ବଢ଼ିଲା ଆୟକର, ଜିଏସ୍‌ଟି ରିଟଣ୍ଣ ଦାଖଲ ସମୟ ସୀମା

bureau March 24, 2020

ଭୁବନେଶ୍ଵର, (ଓଟଇ): କୋଭିଡ୍‌-୧୯ ଜରୁରୀକାଳୀନ ସ୍ଥିତି ଓ ଲକ୍‌ଡାଉନ୍‌କୁ ଦେଖି ଆୟକରରିଟଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ବିଜ୍ୟପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ମାର୍ଚ ୩୧ ବଦଳରେ ଆୟକର ରିଟଣ୍ଣ ଦାଖଲ ସମୟ ସୀମା ଜୁନ୍‌ ୩୦ ରହିବ। ୨୦୧୮-୧୯ ଆର୍ଥତକ ବର୍ଷ ପାଇଁ ରିଟଣ୍ଣ ଦାଲଖ ସୀମାକୁ ବୃଦ୍ଧି କରାଯାଇଥିବା କୁହାଯାଇଚି।  ଅର୍ଥମନ୍ତ୍ରଣାଳୟର ଏହି ପଦକ୍ଷେପ ଅଯଥା ଭୀଡ଼ କମାଇବା ତଥା କୋଭିଡ୍‌-୧୯ର ସଂକ୍ରମଣକୁ ଲାଘବ କରିବା ଲାଗି ଉଦ୍ଦିଷ୍ଟ। 

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥାହେବାବେଳେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ବିଳମ୍ବିତ ଟିକସ ଦାଖଲ ଲାଗି ପୂର୍ବରୁ ଯେଉଁ ପେନାଲ୍ଟି ଦେବାକୁ ପଡ଼ୁଥିଲା ତାହାକୁ ୧୨ ପ୍ରତିଶତରୁ ୯ ପ୍ରତିଶତକୁ ଖସାଇ ଦିଆଯାଇଛି। 

ଜିଏସ୍‌ଟି କ୍ଷେତ୍ରରେ ମଧ୍ୟ ଅର୍ଥମନ୍ତ୍ରୀ ସୀତାରମଣ କେହଳ ବ୍ୟବସ୍ଥା ଆପଣାଇଛନ୍ତି। ମାର୍ଚ-ଏପଅିଲ୍‌-ମେର ଜିଏଏସ୍‌ଟି ରିଟଣ୍ଣ ଏବଂ କମ୍ପୋଜେିଟ୍‌ ରିଟଣ୍ଣ ଦାଖଲ ସମୟସୀମାକୁ ମଧ୍ୟ ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି।  ୫ କୋଟି ଯାଏ କାରବାର ହେଉଥିବା କମ୍ପାନୀମଙ୍କ ଜିଏସ୍‌ଟି ରିଟଣ୍ଣ ଉପରେ କୌଣସି ବିଳମ୍ବିତ ଦେୟ, ଜୋରିମାନା ରାଶି ଲାଗୁ ହେବ ନାହିଁ। ୧୫ ଦିନ ଭିତରେ ଜିଏସ୍‌ଟି ଦାଖଲ କରୁଥିଲେ କୌଣସି ବିଳମ୍ବିତ ଦେୟ ଦେବାକୁ ପଡ଼ିବ ନାହିଁ।  

ଏହା ସହ ଅର୍ଥନୀତି ସ୍ତରରେ ସରକାରଙ୍କ ସହା୍ରତା ପ୍ୟାକେଜ୍‌ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବାଲି ସେ ସୂଚନା ଦେଇଛନ୍ତି। 

ସଞ୍ଚୟ ଖାତା ପାଇଁ କୌଣସି ସର୍ବନିମ୍ନ ରାଶି ବାଧ୍ୟତାମୂଳକ ହେବ ନାହିଁ। ଏଥିଲାଗି ଆଉ ଅତିରିକ୍ତ ପେନାଲ୍ଟି ଦେବାକୁ ପଡ଼ିବ ନାହିଁ। ସେହିଭଳି ଅନ୍ୟ ଏଟିଲମ୍‌ରୁ ଟଙ୍କା ଉଠାଣରେ ମଧ୍ୟ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।  ଡିଜିଟାଲ୍‌ କାବାରରେ ବ୍ୟାଙ୍କକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଆଧାର-ପାନ୍‌ ଲିଙ୍କ୍‌କୁ ଜୁନ୍‌ ୩୦ ଯାଏ ବଢ଼ାଇ ଦିଆଯାଇଛି। 

 

 

Fiscal package

Post navigation

ନଖରାମି ଛାଡ଼ିନାହାନ୍ତି କନିକା
‘ଆୟୁଷ୍ମାନ ଭାରତ’ରେ ‘କରୋନା’ ଚିକିତ୍ସା

Leave a Reply Cancel reply

Your email address will not be published. Required fields are marked *

Download Our Android App

Odisha Time March 25, 2025

ଅବତାରୀ ବନାମ ଅଶରୀରି…

Odisha Time March 21, 2025

ଛି ଛି ଛିରେ #NaNi ଛି…

Naba Das
Odisha Time March 20, 2025

ହେ ନବ…, ତୁମକୁ ନେଲା କିଏ !

Comments

  • Himansu Bhusab Behera on ଓପିଜିସିରେ କର୍ମଚାରୀ ଅନ୍ତର୍ଦ୍ୱନ୍ଦ୍ୱ, ସରକାରଙ୍କ ନିଷ୍ପତ୍ତିରେ ଅମାନିଆ ମୁଷ୍ଟିମେୟ କର୍ମଚାରୀ
  • Ghasiram Panda on କଳ୍ପନା ଦାଶଙ୍କ ନାମରେ ରାସ୍ତା ନାମକରଣ କାହିଁକି ଆବଶ୍ୟକ?
  • Sudhir Mishra on ନବୀନଙ୍କ ଯାଦୁକରୀ ବାଡ଼ି ଉପରୁ ବିଜେଡିର ତୁଟୁଛି ଭରସା! ଭାବମୂର୍ତ୍ତିଠୁ ଭାବାବେଗ ଭାରୀ
  • Dr umakant Mishra on କରୋନା କେତେ ଭୟଙ୍କର, ଏହାକୁ ରୋକିବା କେତେ ସହଜ; ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଡା. ବିମଳ ମହାପାତ୍ରଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର
  • Suresh kar on ଖିମ୍‍ଜୀର ଦୀପାବଳି ଉପହାର: ସୁନା ଦରରେ ୫.୪% ଛାଡ଼
OdishaTime.com